By Our Correspondent
BHUBANESWAR: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଦେଶବାସୀଙ୍କୁ “ଭୋକାଲ୍ ଫର୍ ଲୋକାଲ୍” ଅଭିଯାନକୁ ସମର୍ଥନ ଦେବା ପାଇଁ ନିବେଦନ କରିଛନ୍ତି ।
ଶ୍ରୀ ପ୍ରଧାନ ‘ଏକ୍ସ’ରେ ଓଡ଼ିଶା ସମେତ ଦେଶବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମା ସମୟରେ ରାକ୍ଷୀର ପବିତ୍ର ସୂତା ଠାରୁ ଆରମ୍ଭ କରି ଉପହାର ପର୍ଯ୍ୟନ୍ତ ସ୍ୱଦେଶୀ ଉତ୍ପାଦକୁ ପ୍ରାଥମିକତା ଦିଆଯିବା ଉଚିତ ।
ଏହା କେବଳ ଏକ ପର୍ବ ପାଳନ କରିବାର ସମୟ ନୁହେଁ, ବରଂ ଦେଶରେ ପରିଶ୍ରମୀ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ପରିଶ୍ରମକୁ ସମ୍ମାନ ଦେବାର ପ୍ରତିଜ୍ଞା ମଧ୍ୟ । ଯେତେବେଳେ ଆମେ ଆମ ଉତ୍ସବରେ ସ୍ଵଦେଶୀ ସାମଗ୍ରୀ ବ୍ୟବହାର କରିଥାନ୍ତି ସେତେବେଳେ ଆମେ ଭାରତୀୟ ପରମ୍ପରାକୁ ସମ୍ମାନ କରିବା ସହିତ ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛୁ ବୋଲି ସେ ମତପ୍ରକାଶ କରିଥିଲେ ।













![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)











