ଏଯାବତ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୪.୭ ମିମି ବର୍ଷା ରେକର୍ଡ କରାଯାଇଛି  ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିମି ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି

0
593

By Our Correspondent

BHUBANESWAR:  ଏଯାବତ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୪.୭ ମିମି ବର୍ଷା ରେକର୍ଡ କରାଯାଇଛି  ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିମି ତୁଳନାରେ ୫୩% ଅଧିକ ରହିଛି .

ବର୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସେପ୍ଟେମ୍ବର ମାସର ବର୍ଷା ୨୩୫.୭ ମିମି ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି.

ମୌସୁମୀ ସକ୍ରିୟ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ  ହାରାହାରି ୨୬.୬ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୮.୮ ମିମି ତୁଳନାରେ  ୨୦୩ ପ୍ରତିଶତ ଅଧିକ ରହିଛି |

 ନୂଆପଡା ଜିଲ୍ଲାରେ ସର୍ବାଧିକ ହାରାହାରି ୫୭.୫ ମିମି ବର୍ଷା ରେକର୍ଡ  ଯାହା ସ୍ୱାଭାବିକ ବର୍ଷା ତୁଳନାରେ  ୭୫୯ ଅଧିକ ରହିଛି.

LEAVE A REPLY

Please enter your comment!
Please enter your name here