ZP Member Death Case: BJP Stages Road Blockade in Nimapara demanding action against Minister Samir Dash

0
629

By Our Correspondent

BHUBANESWAR/NIMAPARA: ଗୋପ 11ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଭୂମିକା ସନ୍ଦେହଜନକ।

ଗଣଶିକ୍ଷା ମନ୍ତ୍ରୀ ଙ୍କ ଏଭଳି ଏକ ଘଟଣାରେ ସମ୍ପୃକ୍ତିକୁ ଭାରତୀୟ ଜନତା ପାର୍ଟି କଡା ଭାଷାରେ ନିନ୍ଦା କରିବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ନିମାପଡା ଦୋଳବେଦୀ ଛକରେ ରାସ୍ତାରୋକ କରି ବିରୋଧ ପଦର୍ଶନ କରାଯାଇଛି।

ଏଥିରେ ପୁରୀ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଶ୍ରୀ Lalitendu Mohapatra , ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, ଜିଲ୍ଲା ପୁର୍ବତନ ସଭାପତି ଶ୍ରୀ ପ୍ରଭଞ୍ଜନ ମହାପାତ୍ର,ପୁରୀ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଜୟନ୍ତ ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର ଙ୍କ ସହ ନିମାପଡା ନିର୍ବାଚନ ମଣ୍ଡଳୀର ବହୁସଂଖ୍ୟକ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here