By Biswanath Dash
BHUBANESWAR: ସେଣ୍ଟଜନ ଆମ୍ବୁଲାନ୍ସ ସଂସ୍ଥା ଆନୁକୂଲ୍ୟରେ ଗତ ତିନିଦିନ ଧରି ପ୍ରାଥମିକ ତାଲିମଦାତାଙ୍କର ତାଲିମ ଶିବିର ତା 16ରିଖ ଠାରୁ 18ରିଖ ପର୍ଯ୍ୟନ୍ତ ବାଣୀବିହାର ସ୍ଥିତ DDCEପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଶିବିରର ପ୍ରଥମ ଦିବସରେ ଡାକ୍ତର ଜ୍ୟୋତିର୍ମୟ ନାୟକ,ସର୍ଜରୀ ବିଭାଗ, ଦ୍ୱୀପ ପ୍ରଜ୍ବଳିତ କରି ପ୍ରାଥମିକ ଚିକିତ୍ସା ର ପ୍ରସାର ପାଇଁ ପ୍ରେରଣା ଦେଇଥିଲେ।ଦ୍ୟୁତିୟ ଦିବସରେ ଡାକ୍ତର, ପ୍ରଫେସର ଦୀପକ କୁମାଡ଼ ଦାସ ,ହୃଦ୍ରୋଗ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ଦାତା ମାନଙ୍କୁ ପ୍ରେରଣା ଦେଇଥିଲେ।
ଶେଷ ଦିନରେ ଆୟକର ବିଭାଗର ଅତିରିକ୍ତ କମିଶନର ଶ୍ରୀ ଧୀରେନ୍ଦ୍ର କୁମାର ମିଶ୍ର ଉଦ୍ବୋଧନ ଦେଇ ପ୍ରାଥମିକ ଶିକ୍ଷା ର ସୁଦୂର ପ୍ରଚାର ପ୍ରସାର କିପରି ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପାଖରେ ପହଂଚି ପ।ରିବ ସେଥିପାଇଁ ପ୍ରେରଣା ଦେଇଥିଲେ।
ପରିଶେଷରେ Transport Commissioner Mr. Arun Bothra, ଉଦ୍ବୋଧନରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣାରେ ମୃତ୍ୟୁ ବରଣ କୁ କିପରି ରୋକାଯାଇ ପାରିବ ସେ ଦିଗରେ ବିଶେଷ ପଦକ୍ଷେପ ନିତାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ। ।ଶ୍ରୀଯୁକ୍ତ ନରେଶ ଗୋଏଲ ମାଷ୍ଟର ଟ୍ରେନର,ସେଣ୍ଟଜନ ଆମ୍ବୁଲାନ୍ସ, ଗୁଜରାଟ ପରୀକ୍ଷା ପରିଚାଳନା ସୁଚାରୁ ରୁପେ କରିଥିଲେ ।ଶେଷରେ ସେଣ୍ଟଜନ ସଂସ୍ଥା ର ସଚିବ ଡା ସନତ କୁମାର ପଟନାୟକ ଉଦ୍ବୋଧନରେ ତାଲିମ ଦାତା ଙ୍କୁ ସଂସ୍ଥାର କର୍ମଚାରୀ ମ।ନଙ୍କ ସହଯୋଗରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ଉକ୍ତ ତାଲିମ ଶିବିରକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । Umesh Tripathy, Joint Commissioner, CT-GST joined as Guest of Honour and 25 participants facilitated on this occasion.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)
















