Spark Pvt Ltd under supervision of ORSAC starts digitisation process of landed properties belongs to Shree Lord Jagannatha Temple

0
305

By Our Correspondent

PURI/BHUBANESWAR:  ੫ୀଜଗਟାଥ ମହା੡ଭୁ০ ସମੂ ଜମିଜମା ସପୁରିଚାଳନା ନିମେਕ ଡିଜିଟାଇେଜସନ୍ କରାଯିବାକୁଆବଶાକ ੡੍ିୟା ੫ୀମਙିର ੡ଶାସନ ତରଫରୁ ଆରਬ କରାଯାଇଛି । ଏଥପી ାଇ ଁ੡ାୟ ଏଗାର େକାଟି ଟ০ାର ଏକ େଯାଜନା ରାଜા ସରକାର০ ଅନୁେମାଦନ ଲାଭ କରିଛି ଓ ଏହି ੡କ਱କୁ ଓରସାକ୍ (ORSAC) ତਁ૨ାବଧାନେର Spark Pvt Ltd ઄઱ାରା କାଯા৐ କାରୀ କରାଯିବାକୁ ନିਾਁିନିଆଯାଇଛି ।

੡କାଶ ଥାଉକି, ଓଡିଶାର ੡ାୟ ੡େତાକ ଜିਵାର ବିଭିਟ ତହସିଲର ରାଜઓ઱ ੏ାମଗଡୁିକେର ੫ୀଜଗਟାଥ ମହା੡ଭୁ০ ੡ାୟ ଷାଠିଏ ହଜାର ଏକରରୁ ଉ਎৐ ଭୂ ସਨਁି ଓ ରାଜા ବାହାେର ମਔ ੡ାୟ ଚାରିଶହ ଏକରର ଭୂ ସਨਁି ରହିଛି । ଏହା ବાତୀତ ମହା੡ଭୁ০ ଜମିଉପେର ବିଭିਟ ੡କାରର 76ଟିଖଣିସହ 240 େଗାଟି ସର ଚାଲିଛି । ଏହା ସହ ବିଭିਟ ੄ାନେର ଥବી ା ଚାଷଜମିଗଡୁିକ ੄ାନୀୟ େଲାକମାନ০ୁ ଚାଷ କରିବାକୁ ଅନୁମତି େଦଇ େସମାନ০ ଠାରୁ ରାଜଭାଗ ଆଦାୟ କରାଯାଉଛି । ଅେନକ ସମୟେର ଜନହିତକର ଉਟତିମଳୂ କ କାଯા৐ ପାଇ ଁ ସରକାର০ ତରଫରୁ ଭୂ ମି ଅଧ੏ી ହଣ ଓ ୟନିଫମ ପଲିସି ଅନୁସାେର ଜମି ৐

ନିୟମିତିକରଣ ੡੍ିୟା ମਔ ଚାଲୁଅଛି । ଅନાପড়େର ଅେନକ ସମୟେର ଅସାଧୁ େଲାକମାେନ ମହା੡ଭୁ০ ଜମିକୁ ଜବରଦଖଲ କରି ସମସાା ସୃ਼ି କରୁ ଛਕି ଓ ੫ୀମਙିର ੡ଶାସନ ତାର ସୀମିତ ମାନବସਫଳକୁ େନଇ ੄ାନୀୟ ଜିਵା ੡ଶାସନ ସହାୟତାେର େସଗଡୁିକୁଉେ৭ଦ କରିବାକୁ ੡ୟାସ ଜାରି ରଖଛી ਕି ।ଏହି ଡିଜିଟାଇେଜସନ୍ େଯାଜନା ଉପେରା৘ କାଯા৐ ଗଡୁିକେର ੫ୀମਙିର

੡ଶାସନକୁ ନିਸ਼ିତଭାବେର ଫଳ੡ଦ ସହୟତା ੡ଦାନ କରିବ । ଚାଷୀମାେନ େସମାନ০ ରାଜଭାଗ ଅନଲାଇନେର େପৌଠ କରିବା ସହ ଜନସାଧାରଣ ମହା੡ଭୁ০ ଜମିଜମା ବିବରଣୀ ੫ୀମਙିର website ରୁ େଦଖପାରିେବ ી , ଯାହା઄઱ାରା େବନାମି ଜମିକାରବାରକୁ େରାକ ଦିଆଯାଇପାରିବ । େସହିପରି ବିଭିਟ ଜାଗାେର ଥବା ી ଖଣଗିଡୁିକୁଉପ੏ହ ସଚୂ ନା ସହ େଯାଡିସମୟକୁସମୟ େସଠାର ଅବ੄ିତ ଖଣଜି ਫ਼ବા ଉେਁାଳନର ସବିେଶଷ ବିବରଣୀ ଓ ଜବରଦଖଲ ତଥા ହାସଲ କରିେହବ । ସେବାପରି ৐ ੫ୀଜଗਟାଥ ମਙିର ଜମି ପରିଚାଳନା ସି਼ମ୍ରାଜઓ઱ବିଭାଗର ଭୂ େଲଖ ଓ ଭୂ ନৠା ସହ ସମઆ઱ୟ ରড়ାକରିସମୟକୁସମୟ ଜମିଗଡୁିକର ଏରିୟା, ମାଲିକାନା ଓ ଅନાାନા ପରିବਁ৐ନକୁ ସନ

৑ େବଶ କରିଏକ ସମେୟାପେଯାଗୀ ଓ େଲାକାଭିମଖୁ ୀ ବાବ੄ା ੡ଚଳନ କରିବାେର ସড়ମ େହବ । ଏହି େଯାଜନା ବିଭିਟ ଜାଗାେର ଥବା ી ੫ୀଜଗਟାଥ ମହା੡ଭୁ০ ଜମିଜମାର ରড়ଣାେବড়ଣେର ଏକ ଯଗୁ ାਕକାରୀ ੡ଭାବପକାଇବ େବାଲି ଆଶା କରାଯାଏ ।

ଏହି ପରିେ੡ড়ିେର ଓରସାକର ବରି઒દ ଅଧକାରୀ ી , େବোৱାନିକ০ ଓ ੆ାକ৐੡ାଇେଭଟ୍ ଲିମିେଟଡର କମକ৐ ਁ৐ାମାେନ ତା 23-05-23 ଦିନ ੫ୀମਙିର ੡ଶାସନର ମୁଖા ੡ଶାସନ ੫ୀ ରଂଜନ କୁମାର ଦାସ, ੡ଶାସକ ੫ୀ ଅଜୟ କୁମାର େଜନା ଓ ରାଜઓ ଉପ ઱ ੡ଶାସକ ੫ୀ ੡େମାଦ କୁମାର ପୃ਼ି ଓ ଅନાାନા କମକ৐ ਁ৐ା০ ସହ ੡ାରਬିକ ଆେଲାଚନା କରି ଏହି କାଯા৐ ଧାରା ବିଷୟେର ଆେଲାଚନା କରିଛਕି । ଯଥାଶୀ੐ ଏହି କାଯા৐ ଆରਬ କରି ଏବଷ ମ৐ ਔେର ଏହି େଯାଜନାକୁ କାଯા৐ ড়ମ କରାଯିବ େବାଲିମଖୁ ા ੡ଶାସକ ੫ୀ ରଂଜନ କୁମାର ଦାସ ੡କାଶ କରିଛਕି ।

LEAVE A REPLY

Please enter your comment!
Please enter your name here