Shree Lingaraj PS. Case No-128, two accused arrested

0
72
Santanu Panda aka Sanu aka Pokadi (30), S/o-Pratap Panda of Kapalidevi Sahi, Tinimundia, Old Town, Ps- Shree Lingaraj, BBSR UPD. 2. Kanhu Charan Panda (28), S/o- Late Kapila Panda of Plot No- 1468, Lane-5, New Forest Park, PS- Airport, BBSR UPD.

By Our Correspondent

BHUBANESWAR: Shree Lingaraj PS. Case No. 128, dt.05.05.2024, U/s- 294/341/323/355/34 IPC.PO: PS- Shree Lingaraj , Bhubaneswar UPD.

Gist of the FIR:

ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ନୃପେଶ ନାୟକଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଥିଲା । ଏହି ବିଦ୍ୟୁତ ଖୁଣ୍ଟ ପୁନଃ ସ୍ଥାପନ ପାଇଁ ବିଦ୍ୟୁତ ବିଭାଗ ତରଫରୁ ଯାଇଥିବା କର୍ମଚାରୀ ମାନେ ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଥିବା ସ୍ଥାନରୁ ୫ ଫୁଟ ଦୂରରେ ପୁନଃ ସ୍ଥାପନ ପାଇଁ ସ୍ଥିର କରିଥିଲେ ।

ଏହି ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର କିଛି ସହଯୋଗୀ ସେଠାରେ ପହଞ୍ଚି ବିଦ୍ୟୁତ୍ୟ ବିଭଗର କର୍ମଚାରୀ ମାନଙ୍କୁ ବିରୋଧ କରିଥିଲେ । ସୂଚନା ପାଇ ଅଭିଯୋଗକାରୀ ଘଟନା ସ୍ଥଳରେ ପହଞ୍ଚି ଆପୋସ ବୁଝାସୁଝା ନିମନ୍ତେ ପ୍ରୟାସ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା ।

ଏହି ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ । ସ୍ଥାନୀୟ କିଛି ଲୋକ ଏବଂ ପିସିଆର ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କୁ ଉଦ୍ଧାର କରିଥିଲେ । ଲିଙ୍ଗରାଜ ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।  ପଚରାଉଚରା ବେଳେ, ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons:

  1. Santanu Panda aka Sanu aka Pokadi (30), S/o-Pratap Panda of Kapalidevi Sahi, Tinimundia, Old Town, Ps- Shree Lingaraj, BBSR UPD. 2. Kanhu Charan Panda (28), S/o- Late Kapila Panda of  Plot No- 1468,  Lane-5, New Forest Park, PS- Airport,  BBSR UPD.

 

 

LEAVE A REPLY

Please enter your comment!
Please enter your name here