Police –Yuva Morcha Clash in Capital City: Statement of DGP-Police Commissioner Vindicates it’s a Sponsored attack on BJP, alleged Samir Mohanty

0
306
Samir Mohanty, Odisha BJP President addressing a press meet in Bhubaneswar on Wednesday.

By Our Correspondent

BHUBANESWAR:  ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅମାନୁଷିକ ଅତ୍ୟାଚାର କରିବା ସହ ରାତିଅଧରେ ସଙ୍ଗିନ ମିଛ ଦଫା ଲଗାଇ ଜେଲ ପଠାଇଛି। ଏପରିକି ସେମାନଙ୍କୁ ଦେଖା କରିବାକୁ ଯାଇଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଗିରଫ କରିଛି। ଏହା ପୋଲିସର ମିଥ୍ୟା ଅଭିଯୋଗର ନଗ୍ନ ନମୁନା। , said, ରାଜ୍ୟ ସଭାପତି Samir Mohanty.

କାଲିର ଯୁବମୋର୍ଚ୍ଚାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ବିଜେଡିର କିଛି ଗୁଣ୍ଡା ଗଣ୍ଡଗୋଳ କରିବା ସହ ଉଭୟ ପୋଲିସ ଓ ଆମ କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଥିଲେ। ଦୁଖଃର ବିଷୟ ଯେ ସେହି ଗୁଣ୍ଡାଙ୍କ ବିରୋଧରେ ରାଜ୍ୟର ରାଜଧାନୀରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ଯାଏଁ ପୋଲିସ ଅଭିଯୋଗ ରଖିନାହିଁ।, Mohanty said.

Mohanty said କାଲି କ୍ୟାପିଟାଲ ହସପିଟାଲରେ ଆମ ଆହତ କାର୍ଯ୍ୟକର୍ତ୍ତାମାନଙ୍କୁ ଚିକିତ୍ସା କରାଯାଇନଥିବା ବେଳେ ପୋଲିସମାନଙ୍କୁ ଏସି ରୁମରେ ରଖି ଉତ୍ତମ ଖାଦ୍ୟପେୟରେ ଆପ୍ୟାୟିତ କରାଯାଉଥିଲା। ପୋଲିସ ଡିଜି ଓ ସିପିଙ୍କ ଗଣମାଧ୍ୟମର ମନ୍ତବ୍ୟରୁ ପ୍ରମାଣିତ ଯେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଥିଲା।

ଗତକାଲିର ଯେଉଁ ଭିଡିଓ ସବୁ ଗଣମାଧ୍ୟମରେ ବୁଲୁଛି ସେଥିରେ ଆମେ ଦେଖୁଛୁ ଯେ ଆମ କାର୍ଯ୍ୟକର୍ତାଙ୍କୁ ଉଭୟ ପୋଲିସ ଓ ଧଳା ସାର୍ଟ ପିନ୍ଧା କିଛି ଯୁବକମାନେ ମିଳିତ ଆକ୍ରମଣ କରୁଛନ୍ତି । ସେହି ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ? ସେମାନେ ବିଜୁ ଜନତା ଦଳର ଗୁଣ୍ଡା ନୁହନ୍ତି ତ? Asked Mohanty.

LEAVE A REPLY

Please enter your comment!
Please enter your name here