MaitriVihar PS Case No- 398, two drug peddlers arrested , 6.50 grams of Contraband Brown Sugar seized

0
216

By Our Correspondent

BHUBANESWAR:  MaitriVihar PS Case No. 398, dtd. 11/12/2023, U/S- 21 (b) NDPS Act.PO: Near Loyola School, Saliasah, PS- Maitrivihar, BBSR UPD.

Gist of the Case:

ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟୀମ ଥାନା ଅନ୍ତର୍ଗତ ସାଲିଆସାହି ଲୋୟଲା ସ୍କୁଲ ନିକଟରେ ଅତର୍କିତ ଚଢଉ କରିବା ସହିତ ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ତାଙ୍କ ନିକଟରୁ ମୋଟ ୦୬.୫୦ ଗ୍ରାମ ଓଜନର ବ୍ରାଉନ ସୁଗାର, ୨ଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା

 ପଚରାଉଚରା ସମୟରେ ଅଭିଯୁକ୍ତ ଦୁହେଁ ନିଜର ଅପରାଧ ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ମୈତ୍ରୀବିହାର ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ଜନସାଧାରଣମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of Accused Persons: Janaki Ballav Bharimalla (46), S/o Chandra Bhrimal of vill- Khadipadar, Po- Siko, PS-Jankia, Dist Khordha, At/Pr- Plot No- 503, Nuasahi, Bhubaneswar, PS – Nayapalli, Dist- Khordha and Prasanta Kumar Nayak,(37), S/o- Rabindra Nayak of vill- Damasahi, PS- Ranapur, Dist-Khordha, At/pr- Nilachakranagar, Saliasahi, PS- Maitrivihar, Dist- Khordha.

Seizure: 06.50grams of Contraband Brown Sugar, Two mobile phones and One motorcycle.

LEAVE A REPLY

Please enter your comment!
Please enter your name here