Maitrivihar PS Case No-250, one arrested, know details

0
284
Pradip Sahoo (33), S/o- Kailash Chandra Sahoo of Vill- Gadiapalli, Samukapatana, PS- Begunia, Dist- Khordha. At/pr- Plot No- N/5, Plot-275, IRC Village, PS- Nayapalli, Dist- Khordha, BBSR UPD

By Our Correspondent

BHUBANESWAR:   Maitrivihar PS Case No-250, Dated.06.08.2023, U/s.380 IPC.PO:Ekamravihar, Saliasahi, PS- Nayapalli, Bhubaneswar UPD.

Gist of the FIR:

ମୈତ୍ରୀବିହାର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ତା ୦୪.୦୮.୨୦୨୩ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏକାମ୍ରବିହାର ସାଲିଆ ସାହି ରେ ଥିବା ଅଭିଯୋଗକାରିଣୀଙ୍କ ଘରୁ ତାଙ୍କର ମୋବାଇଲ ଫୋନ ଚୋରୀ କରି ନେଇ ଯାଇଥିଲେ ।

ଅଭିଯୋଗକାରିଣୀ ଏନେଇ ନୟାପଲ୍ଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଇଆରସି ଭିଲେଜ ନୟାପଲ୍ଲି ରୁ ଗିରଫ କରିବା ସହ ତାଙ୍କର ହେପାଜତରୁ ଚୋରୀ ମୋବାଇଲ ଫୋନ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.Pradip Sahoo (33), S/o- Kailash Chandra Sahoo of Vill- Gadiapalli, Samukapatana, PS- Begunia, Dist- Khordha. At/pr- Plot No- N/5, Plot-275, IRC Village, PS- Nayapalli, Dist- Khordha, BBSR UPD.

Seizure:

            One mobile phone.

LEAVE A REPLY

Please enter your comment!
Please enter your name here