Maitri Vihar PS Case No-370-371:  130 Liters of Spurious and Noxious I/D Liquor seized, 2 arrested

0
388
Suhagimani Murmu (31), W/o- Bhagabat Murmu of Sharabeda, PS- Khunta, Dist- Mayurbhanj, At/pr- Idco, Saliasahi, PS- Maitrivihar, Dist- Khordha, (PS Case No-370).Jaba Hansda (41), W/o- Sibaram Hansda of Idco Basti, Saliasahi, PS- Maitrivihar, Dist- Khorda. (PS case no-371)

By Biswanath Dash

BHUBANESWAR:   Maitrivihar P.S. Case No-370, dtd.21.11.2023, U/S- 272/273 IPC rw 52(a) Odisha Excise Act. Maitrivihar P.S. Case No-371, dtd.21.11.2023, U/S- 272/273 IPC rw 52(a) Odisha Excise Act. PO: Saliasahi, IDCO Basti, PS- Maitrivihar, BBSR UPD.

Gist of the FIR:

ମୈତ୍ରୀବିହାର ଥାନା ପୁଲିସ ବେଆଇନ ବିଷାକ୍ତ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରୟ କରିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ପୁଲିସ ଟିମ୍ ଥାନା ଅନ୍ତର୍ଗତ ସାଲିଆସାହି ଇଡକୋ ବସ୍ତିରେ ଥିବା ଅଭିଯୁକ୍ତାଙ୍କ ଘରେ ଚଢଉ କରିବା ସହ ବେଆଇନ ବିଷାକ୍ତ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରୟ କରିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତା ଦ୍ୱୟଙ୍କୁ ଗିରଫ କରିଥିଲେ । ତଲାସି ବେଳେ ଅଭିଯୁକ୍ତାଙ୍କ ହେପାଜତରୁ ଯଥାକ୍ରମେ ୬୦ଲିଟର ଏବଂ ୭୦ଦେଶୀ ମଦ ସହିତ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିଲା ।

ପଚରା ଉଚରା ବେଳେ, ଅଭିଯୁକ୍ତା ମାନେ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

Suhagimani Murmu (31), W/o- Bhagabat Murmu of Sharabeda, PS- Khunta, Dist- Mayurbhanj, At/pr- Idco, Saliasahi, PS- Maitrivihar, Dist- Khordha, (PS Case No-370).Jaba Hansda (41), W/o- Sibaram Hansda of Idco Basti, Saliasahi, PS- Maitrivihar, Dist- Khorda. (PS case no-371)

Seizure:

Total 130 liters of spurious and noxious I/D liquor along with other liquor preparing articles.

LEAVE A REPLY

Please enter your comment!
Please enter your name here