Maharashi College +2 Students hold Get Together Function

0
738

By Biswanath Dash

BHUBANESWAR: ସହିଦ ନଗର ସ୍ଥିତ ଥିବା ମହର୍ଷି ମହାବିଦ୍ୟାଳୟ ର +2 ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବନ୍ଧୁ ମିଳନ  l ଏଥିରେ ଛାତ୍ର ଛାତ୍ରୀ ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବରେ ଲୋଷ୍ମୀ ସାଗର ଅଂଚଳ ର ଯୁବ ସମାଜସେବୀ ପ୍ରଭାତ କୁମାର ଯୋଗ ଦେଇଥିଲେ ଓ ସନମାନୀୟ ଅତିଥି ଭାବରେ ଗୋରlଚlନ୍ଦ ମଙ୍ଗରାଜ ଯୋଗଦେଇ ଏହି ସଭା କୁ ସଭାପତିତ୍ୱ କରିଥିଲେ, ସିଦ୍ଧାର୍ଥ ମଙ୍ଗରାଜ ଓ ଅଲିଭା ଦାଶ ମଧ୍ୟ ଦୁଇଜଣ ସଭାପତିତ୍ୱ ଥିଲେ, ଓ ଏଥିରେ ଛାତ୍ର ଛାତ୍ରୀ ମାନଙ୍କର ସାହାର୍ଯ୍ୟ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,

ଏହି ବର୍ଷ ର ଛାତ୍ର ଛାତ୍ରୀ ମାନେ ନିଜକୁ କେମିତି ଗଢି ତୋଳିବେ  ସମାଜ ରେ ପ୍ରତିଷ୍ଠିତ ହେବେ ମୁଖ୍ୟ ଅତିଥି ଭାବରେ ପ୍ରଭାତ କୁମାର ମାର୍ଥା ଯୋଗ ଦେଇଥିବା ଭାଷଣ ମାଧ୍ୟମରେ ଗଣ ମାଧ୍ୟମ କୁ କହିଥିଲେ ଏବଂ ଗୋରା ଚାନ୍ଦ ମଙ୍ଗରାଜ ସାନମାନୀତ ଅତିଥି ଭାବରେ ଯୋଗ ଦେଇଥିବା ଭାଷଣ ମାଧ୍ୟମରେ ଗଣ ମାଧ୍ୟମ କୁ କହିଥିଲେ ଆଜିର ଛାତ୍ର ଛାତ୍ରୀ ଦେଶ ର ଭବିଷ୍ୟତ

LEAVE A REPLY

Please enter your comment!
Please enter your name here