Laxmisagar PS Case No-313, accused arrested

0
450

By Our Correspondent

BHUBANESWAR: Laxmisagar PS Case No-313, dtd-05.08.2023, U/S-379 IPC.

PO:      Qtr No.2RAF-9/8, Near Laxmisagar RI Office, PS- Laxmisagar, BBSR UPD.

Gist of the Case:

ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କମଳ ପ୍ରସାଦ ରାଉତଙ୍କ ଅଭିଯୋଗ ଭିତ୍ତରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ତା.୦୫.୦୮.୨୦୨୩ ରିଖଦିନ ସନ୍ଧ୍ୟାରେ ଲକ୍ଷ୍ମୀସାଗର ଆରଆଇ ଅଫିସ ନିକଟରେ ଥିବା ନିଜ କ୍ୱାର୍ଟର ଗ୍ୟାରେଜରେ OR-05-AU-9220 ନମ୍ବର ବିଶିଷ୍ଟ ପଲସର ମୋଟରସାଇକେଲକୁ ତାଲା ପକାଇ ରଖିଥିଲେ। ନିମ୍ନୋକ୍ତ ଅଭିଯୁକ୍ତ ଜଣକ କୌଶଳକ୍ରମେ ସେଠାରୁ ଉକ୍ତ ମୋଟରସାଇକେଲକୁ ଚୋରିକରି ନେଇଯାଇଥିଲେ ।

 ଘଟଣାର ଅଭିଯୋଗପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସନ୍ତୋଷି ବିହାର ଅଞ୍ଚଳରେ OR-05-AU-9220 ନମ୍ବର ବିଶିଷ୍ଟ ଏକ ଚୋରା ମୋଟରସାଇକେଲକୁ କମଦାମରେ ବିକ୍ରି କରିବା ଲାଗି ଗ୍ରାହକ ଯୋଗାଡ଼ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଚଢଉ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁକରି ତାଙ୍କ ନିକଟରୁ ସମ୍ପୃକ୍ତ ଚୋରା ମୋଟରସାଇକେଲକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । 

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Sukanta Nayak (21), S/O- Late Krushan Nayak @Bala of Vill- Kulasara, PS- Ranapur, Dist- Naygarh, At/Pr- Tati Basti, Unit-1, PS- Capital, BBSR UPD.

Article Seized:

1.         One M/C, bearing Regd. No.OR-05-AU-9220.

LEAVE A REPLY

Please enter your comment!
Please enter your name here