Kharvelnagar PS Case No-564, three accused arrested

0
479
: Kharvelnagar PS Case No-564, Dt.13.11.2023, U/S-506/294/341/323/325/427 /34 IPC.PO: Plot No.M-30, Unit-4, Madhusudan Nagar, PS- Kharvelnagar, BBSR UPD

By Our Correspondent

BHUBANESWAR:   Kharvelnagar PS Case No-564, Dt.13.11.2023, U/S-506/294/341/323/325/427 /34 IPC.PO: Plot No.M-30, Unit-4, Madhusudan Nagar, PS- Kharvelnagar, BBSR UPD.

Gist of the FIR:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଅମ୍ରିତାଂଶୁ ଦତ୍ତଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୧୨.୧୧.୨୦୨୩ ରିଖ ଦିନ ଅଭିଯୋଗକାରୀ ଜଣକ ନିଜ ପରିବାର ଏବଂ ପଡୋଶୀ ମିଲନ କୁମାର ସାହୁଙ୍କ ପରିବାର ସଦସ୍ୟଙ୍କ ସହିତ ମିଶି ଦୀପାବଳୀ ପାଳନ କରୁଥିଲେ । ଏହି ସମୟରେ ନିମ୍ନୋକ୍ତ ତିନି ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ଉକ୍ତ ଘର ସମୁଖ ଦେଇ ଯାଉଥିବା ବେଳେ ସେମାନଙ୍କ ଉଦ୍ଦେଶ୍ୟରେ ଖରାପ ଟିପ୍ପଣୀ ଦେଇଥିଲେ ।

ଏହା ଦେଖି ଅଭିଯୋଗକାରୀଙ୍କ ବାପା ଏବଂ ପରିବାର ସଦସ୍ୟ ଅଭିଯୁକ୍ତ ମାନଙ୍କୁ ପାଖକୁ ଡାକି ବୁଝାସୁଝା କରିବା ପରେ ସେମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ । କିଛି ସମୟପରେ ନିମ୍ନୋକ୍ତ ତିନି ଅଭିଯୁକ୍ତ ଏବଂ ତାଙ୍କର ଏକାଧିକ ସହଯୋଗୀ ମାନେ ସେଠାକୁ ଆସି ଅଭିଯୋଗକାରୀ ଓ ତାଙ୍କ ପରିବାର ସଦସ୍ୟ ଏବଂ ମିଲନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବା ଲାଗି ଧମକ ଦେବା ସହିତ ବିଅର ବୋତଲ ଏବଂ ଲୁହା ଛଡ ସାହାଯ୍ୟରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣ ଯୋଗୁଁ ଅଭିଯୋଗକାରୀ, ତାଙ୍କ ବାପା ଏବଂ ମିଲନ ଆହତ ହୋଇଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ଅଭିଯୋଗକାରୀଙ୍କ ମା ଓ ଭଉଣୀଙ୍କୁ ମଧ୍ୟ ବିଅର ବୋତଲ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଖାରବେଳନଗର  ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ୟୁନିଟ-୯ ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ଚଢଉ ଜାରିରହିଛି । 

Name & Address of Accused persons:

1.         Sohib Sundar Pradhan (19), S/O- Gagan Bihari Pradhan of Unit-3, Near Radha Krishna Basti, PS- Kharvelnagar, Bhubaneswar UPD.

2.         Soyamdutta Mohanty (20), S/O- Prabhudutta Mohanty, At- Plot No.98, Unit-4, Madhusudan Nagar, PS- Kharvelnagar, Bhubaneswar UPD.

3.         Rahul Choudhury (20), S/O- Krushna Chandra Choudhury, Unit-3, Type-II 29/2, PS- Kharvelnagar, Bhubaneswar UPD.

LEAVE A REPLY

Please enter your comment!
Please enter your name here