Khandagiri PS Case No- 610, accused arrested

0
380
Akshya Kumar Ghadei (47), S/o- Bidyadhar Ghadei of Sapagadia, P.S Jajpur Road, Dist- Jajpur, At/pr- MIF-32, Udayagiri Vihar, Patrapada, P.S Khandagiri, Dist- Khurda

By Biswanath Dash

BHUBANESWAR:  Khandagiri P.S Case No. 610 Dt. 26.12.2023 U/s-420/294/506 IPC.

Gist of the Case: ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅକ୍ଷୟ, ଭଗବାନପୁର ମଉଜା ପାତ୍ରପଡାରେ ଗୋଟିଏ ପ୍ଲଟ କିଣାଇ ଦେବା ପାଇଁ ପ୍ରତିସୂତି ଦେଇ ଅଭିଯୋଗକାରିଣୀଙ୍କ ଠାରୁ ୨୫,୦୦,୦୦୦/- ଟଙ୍କା ନେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଚୁକ୍ତି ହେବା ପରେ ଅଭିଯୁକ୍ତ ଉକ୍ତ ପ୍ଲଟ ଟିକୁ ଅଭିଯୋଗକାରିଣୀଙ୍କ ନାମରେ ପଞ୍ଜୀକୃତ କରିନଥିଲେ । ଅଭିଯୋଗକାରିଣୀ ଏନେଇ ଅଭିଯୁକ୍ତଙ୍କୁ ଟଙ୍କା ଫେରେଇବାକୁ କହିବାରୁ ଅଭିଯୁକ୍ତ ଜଣକ ୩ ଟି ଚେକ ଦେଇଥିଲେ ଯାହା ପରିବର୍ତୀ ସମୟରେ ବାଉନ୍ସ ହୋଇଯାଇଥିଲା ।

ଅଭିଯୋଗକାରିଣୀ ଏନେଇ ଅଭିଯୁକ୍ତକୁ ପଚାରି ବୁଝିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଗାଳି ଗୁଲଜ କରିବା ସହ ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରିଣୀ ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Accused Name and Address:

1.         Akshya Kumar Ghadei (47), S/o- Bidyadhar Ghadei of Sapagadia, P.S Jajpur Road, Dist- Jajpur, At/pr- MIF-32, Udayagiri Vihar, Patrapada, P.S Khandagiri, Dist- Khurda.

LEAVE A REPLY

Please enter your comment!
Please enter your name here