Khandagiri PS case No-472, two Drug Peddlers arrested , know details

0
390
Pritam Kumar Sahoo (27), S/o- Pradeep Kumar Sahoo of Vill- Baramunda, Swain Sahi, PS- Khandagiri, BBSR UPD and Santosh Kumar Swain (31), S/o- Dushmanta Swain of Vill- Baramunda, Swain Sahi, PS- Khandagiri, BBSR UPD.

By Biswanath Dash

BHUBANESWAR:  Khandagiri PS case No-472, Dt. 27.10.2023, U/s- 21 (b) NDPS Act.PO:Near Ramamani Petrol Pump, Khandagiri, PS- Khandagiri, Bhubaneswar UPD.

Gist of the FIR:

ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ, ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟୀମ ଥାନା ଅନ୍ତର୍ଗତ ରମାମଣି ପେଟ୍ରୋଲ ପମ୍ପ ନିକଟରେ ଅତର୍କିତ ଚଢଉ କରିବା ସହିତ ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ସେମାନଙ୍କ ନିକଟରୁ ମୋଟ ୨୦.୨୯ ଗ୍ରାମ ଓଜନର ବ୍ରାଉନ ସୁଗାର ଓ ୩୨୦୦/- ଟଙ୍କା ଜବତ କରାଯାଇଥିଲା । ପଚରା ଉଚରା ସମୟରେ, ଉଭୟ ଅଭିଯୁକ୍ତ ଉକ୍ତ ବ୍ରାଉନ ସୁଗାରକୁ ବେଆଇନ ଭାବେ ଅର୍ଥ ଉପାର୍ଜନ ନିମନ୍ତେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଖଣ୍ଡଗିରି ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

         ଜନସାଧାରଣମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused person:

Pritam Kumar Sahoo (27), S/o- Pradeep Kumar Sahoo of Vill- Baramunda, Swain Sahi, PS- Khandagiri, BBSR UPD and Santosh Kumar Swain (31), S/o- Dushmanta Swain of Vill- Baramunda, Swain Sahi, PS- Khandagiri, BBSR UPD.

Article Seized:

1.         20.29 grams of Contraband Brown Sugar.

2.         Cash of Rs.3200/-

LEAVE A REPLY

Please enter your comment!
Please enter your name here