Khandagiri P.S Case No-60, four accused arrested

0
227
Deepak Kumar Behera aka Kaju (20) 5/o- Biranchi Behera of Mahima Mishra Lane, Baramunda, PS- Khnadagiri, BBSR UPD, Ramya Ranjan Mahunta aka Rockey (24), S/o-Rabindra Kumar Mahunta of Nayapalli Brit Colony PS-Nayapalli, BBSR UPD, Dilip Biswal (40), S/o- Sankar Biswal of Vill- Baradikhilo, PS- Nimapada, Dist- Puri, A/p- Plot No-307, Mallik Complex, Lane-7, PS- Khandagiri, BBSR UPD, Sanjay Senapati (23), S/o- Bichitrananda Senapati, of Vill- Sagada, PS- Nimapada, Dist- Puri, A/p- Worker at Dillip Bettle Shop near Jagamara New road, PS- Khandagiri, BBSR UPD

By Our Correspondent

BHUBANESWAR:  Khandagiri P.S Case No-60, dtd.31.01.2024, U/s- 147/148/307/323/324/149 IPC turned to 147/148/307/323/324/149/294/506 IPC.PO: In front of Golden Chilly and Tapri Time Restaurant, New Jagamara Road, PS- Khandagiri, BBSR UPD.

Gist of the FIR:

ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ବିଭୁତି ଭୂଷଣ ସିଂହଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ପୁଅ ଓ ତାଙ୍କ ବନ୍ଧୁ ମାନଙ୍କ ସହିତ ନିମ୍ନୋକ୍ତ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀ ମାନଙ୍କର ପୁର୍ବରୁ କୌଣସି କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା । ଗତ ତା.୩୦.୦୧.୨୦୨୪ ରିଖ ରାତିରେ ଅଭିଯୋଗକାରୀଙ୍କ ପୁଅ ଏବଂ ତାଙ୍କ ବନ୍ଧୁମାନେ ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ, ଜାଗମରା ନୂଆ ରାସ୍ତାରେ ଥିବା ଗୋଲ୍ଡେନ ଚିଲି ଆଣ୍ଡ ଟାପ୍ରି ଟାଇମ ରେଷ୍ଟୁରାଣ୍ଟ ସମୁଖରେ ନିମ୍ନୋକ୍ତ ଚାରି  ଅଭିଯୁକ୍ତ ଏବଂ ତାଙ୍କର ଏକାଧିକ ସହଯୋଗୀ ମାନେ ରାସ୍ତାରେ ଗାଡି ରଖି ସେମାନଙ୍କୁ ଜୋରଜବରଦସ୍ତ ଅଟକାଇବା ସହିତ ଲାଠି, ଥଣ୍ଡା ପାନୀୟ ବୋତଲ, ଖଣ୍ଡା, ଓ ପଥର ସାହାଯ୍ୟରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଅଭିଯୋଗକାରୀଙ୍କ ପୁଅ ବିଶ୍ୱବିଜୟ ସିଂହ ଏବଂ ବନ୍ଧୁ ବି. ଶୁଭମ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ବନ୍ଧୁ ମାନେ ଜୀବନ ବଞ୍ଚାଇବା ଲାଗି ଘଟଣା ସ୍ଥଳରୁ ଦୌଡ଼ି ପଳାଇଯାଇଥିଲେ । ପରେ ଅଭିଯୁକ୍ତ ମାନେ ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ ଏବଂ ଜୀବନରୁ ମାରିଦେବାର ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜାଗମରା ନୂଆରାସ୍ତାରେ ଥିବା ଏକ ପାନ ଦୋକାନ ନିକଟରେ ଚଢଉ କରି ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons:

Deepak Kumar Behera aka Kaju (20) 5/o- Biranchi Behera of Mahima Mishra Lane, Baramunda, PS- Khnadagiri, BBSR UPD, Ramya Ranjan Mahunta aka Rockey (24), S/o-Rabindra Kumar Mahunta of Nayapalli Brit Colony PS-Nayapalli, BBSR UPD, Dilip Biswal (40), S/o- Sankar Biswal of Vill- Baradikhilo, PS- Nimapada, Dist- Puri, A/p- Plot No-307, Mallik Complex, Lane-7, PS- Khandagiri, BBSR UPD, Sanjay Senapati (23), S/o- Bichitrananda Senapati, of Vill- Sagada, PS- Nimapada, Dist- Puri, A/p- Worker at Dillip Bettle Shop near Jagamara New road, PS- Khandagiri, BBSR UPD.

LEAVE A REPLY

Please enter your comment!
Please enter your name here