Jatni PS Case No.229, accused arrested under Arms Act

0
443
Tapu aka Chandrakanta Harichandan (19), S/o- Prakash Harichandan of Vill- Padanpur, Talasahi, PS- Jatni, BBSR UPD

By Biswanath Dash

BHUBANESWAR:    Jatni PS Case No.229, dtd.09.04.2023, U/S- 341/353/294/506/34 IPC r.w sec- 25 (1-A)/27 Arms Act.PO: At Belapada Masani field, Near Hanuman Temple, PS- Jatni, BBSR UPD.

Gist of the Case:

ଜଟଣୀ ଥାନା ପୁଲିସ ଅଭିଯୁକ୍ତ ତପୁ ଓରଫ ଚନ୍ଦ୍ରକାନ୍ତ ହରିଚନ୍ଦନଙ୍କୁ ଉପରୋକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ କାଲି ସନ୍ଧ୍ୟାରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟୀମ ଥାନା ପରିସରଭୁକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସମୟ ପ୍ରାୟ ରାତି ୭.୧୫ରେ ପାଟ୍ରୋଲିଂ ଟୀମ ବେଲପଡା ମଶାଣି ପଡିଆ ହନୁମାନ ମନ୍ଦିର ନିକଟରେ ଉପରୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ପିସ୍ତଲ ରଖିବା ସହ ମୋଟରସାଇକେଲ ଉପରେ ବସି ଅପରାଧିକ ଷଡଯନ୍ତ୍ର କରୁଥିବା ନେଇ ସୂଚନା ପାଇଥିଲେ ।

 ଏହି ସୂଚନା ଆଧାରରେ ପାଟ୍ରୋଲିଂ ଟୀମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ତପୁ କୁ ଉକ୍ତ ମୋଟରସାଇକେଲ ଏବଂ ଗୋଟିଏ ପିସ୍ତଲ ସହିତ କାବୁ କରିଥିବା ସ୍ଥଳେ ତାଙ୍କ ସହଯୋଗୀ କୌଶଳ କ୍ରମେ ଖସି ପଳାଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ତପୁ ନିଜର ଅପରାଧ ସ୍ଵୀକାର କରିଥିଲେ । ପୁଲିସ ଅଭିଯୁକ୍ତ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଚେଷ୍ଠା ଜାରି ରଖିଛି ।ବର୍ତ୍ତମାନ ଏହି ମାମଲା ଅଧିକ ତଦନ୍ତ ଚାଲୁ ରହିଛି

Name and Address of Accused Persons:

Tapu aka Chandrakanta Harichandan (19), S/o- Prakash Harichandan of Vill- Padanpur, Talasahi, PS- Jatni, BBSR UPD.

Seizure: One country made fire arms (Pistol) with iron fixed with butt,One live ammunition,One oppo mobile phone,One black color Royal Enfield 350 (Bullet) bearing regd.no- OD-33-X-4021

LEAVE A REPLY

Please enter your comment!
Please enter your name here