Infocity PS  Case No-371, accused arrested

0
283
Lingaraj Moharana (39), S/O- Late Krushna Chandra Moharana of Vill- Mundala, PS- Tangi, Dist- Khurdha, At/Pr- Jalimunda Sahi-Ka, PS- Infocity, Bhubaneswar UPD

By Biswanath Dash

BHUBANESWAR: Infocity PS  Case No-371, dtd.12.11.2023, U/S- 448/323/325/307 IPC.PO: Jalimunda Sahi-Ka, Ray-59, PS- Infocity, BBSR UPD.

Gist of the Case:

ଅଭିଯୋଗକାରୀ ଶ୍ରୀ ସୁଶାନ୍ତ ଦିଗଲଙ୍କ ଅଭିଯୋଗ ଆଧାରରେ ଇନଫୋସିଟି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଇନଫୋସିଟି ଥାନା ଅନ୍ତର୍ଗତ ଜାଲିମୁଣ୍ଡା ସାହିରେ ରହୁଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କର ଜଣେ ପଡୋଶୀ ଅଟନ୍ତି । ଗତ କିଛିଦିନ ପୂର୍ବେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ଦେହ ଅସୁସ୍ଥ ହୋଇଥିଲା । ଅଭିଯୋଗକାରୀଙ୍କ ପରାମର୍ଶ କ୍ରମେ ଅଭିଯୁକ୍ତଙ୍କ ପତ୍ନୀ ତାଙ୍କୁ ଚେରମୂଳୀ ଔଷଧ ଆଣି ଖାଇବାକୁ ଦେଇଥିଲେ । ଯାହାଫଳରେ ଅଭିଯୁକ୍ତଙ୍କ ଦେହ ଅଧିକ ଖରାପ ହୋଇଥିଲା । ପରେ ସେ ହସ୍ପିଟାଲ ଯାଇ ସୁସ୍ଥ ହୋଇ ଫେରିଥିଲେ ।

 ଘଟଣା ଦିନ ରାତିରେ ସେ ଏହି ରାଗରେ ଅଭିଯୋଗକାରୀଙ୍କ ଘରେ ପଶି ଅଭିଯୋଗକାରୀଙ୍କୁ ହଠାତ ଏକ କାଠ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଅଭିଯୋଗକାରୀ ଜଣକ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ କିମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତିକରି ଇନଫୋସିଟି ଥାନା ପୁଲିସ ତଦନ୍ତ କରିବା ସହିତ ଶିଖରଚଣ୍ଡୀ ବସଷ୍ଟାଣ୍ଡ ଅଞ୍ଚଳରେ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ ।  ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Lingaraj Moharana (39), S/O- Late Krushna Chandra Moharana of Vill- Mundala, PS- Tangi, Dist- Khurdha, At/Pr- Jalimunda Sahi-Ka, PS- Infocity, Bhubaneswar UPD.

LEAVE A REPLY

Please enter your comment!
Please enter your name here