By Our Correspondent
BHUBANESWAR: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବକପ ଆୟୋଜନ କରାଯାଇଥିବାରୁ ରାଉରକେଲାର ହକିପ୍ରେମୀ ଏବଂ ଯୁବଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ରାଉରକେଲାରେ ବିଶ୍ବକପର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଏଥିସହ କଟକରେ ହକି ବିଶ୍ବକପ୍ର ଉଦ୍ଘାଟନୀ ସମାରୋହ ଆୟୋଜିତ ହେଉଛି। ଐତିହ୍ୟ ସହର କଟକକୁ ବିଶ୍ବକପ୍ ହକି ଆୟୋଜନରେ ସିଧାସଳଖ ଯୋଡ଼ିଥିବାରୁ କଟକର କ୍ରୀଡ଼ାପ୍ରେମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି।

















![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)










