Dhauli PS Case No-141, two accused arrested

0
321
Tofan Samal @ Bhoi @ Behera (37), S/o- Bansidhar Samal, of Samantarapurpatna, Saradeipur, PS- Dhauli, Dist- Khordha, and Rajesh Kumar Pradhan @ Naka (30), S/o- Sarat Pradhan, resident Saradeipur, PS- Dhauli, Dist- Khordha.

By Biswanath Dash

BHUBANESWAR:   Dhauli PS Case No-141, dtd.01.08.2023, U/S- 294/341/323/307/506/34 IPC, PO:  At office of the Complant., PS- Dhauli, BBSR UPD.

Gist of the FIR:

ଧଉଳି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଅମୂଲ୍ୟ ପ୍ରଧାନଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତମାନେ ଗତ ୬ ମାସ ପୂର୍ବ ଅଭିଯୋଗକାରୀଙ୍କର ଟ୍ରକ ଡ୍ରାଇଭର ଭବରେ କାମ କରୁଥିଲେ । ସେହି ସମୟରେ ଅଭିଯୁକ୍ତ ମାନେ ଅଭିଯୋଗକାରିଙ୍କୁ ଗାଳି ଗୁଲଜ କରୁଥିବାରୁ ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥିଲା ।

ଘଟଣା ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିମ୍ନୋକ୍ତ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କର ଅଫିସ ନିକଟକୁ ଆସିଥିଲେ ଏବଂ ତାଙ୍କୁ ଗାଳି ଗୁଲଜ କରିବା ସହ ଲୁହ ଡଙ୍କି ଓ ବାଉଁଶ ବାଡିରେ ହତ୍ୟା କରିବା ଉଦେଶ୍ୟରେ ଆକ୍ରମଣ କରିଥିଲେ। ଅଭିଯୋଗକାରୀ ଏନେଇ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

Name & Address of Accused persons:

Tofan Samal @ Bhoi @ Behera (37), S/o- Bansidhar Samal, of Samantarapurpatna, Saradeipur, PS- Dhauli, Dist- Khordha, and Rajesh Kumar Pradhan @ Naka (30), S/o- Sarat Pradhan, resident Saradeipur, PS- Dhauli, Dist- Khordha.

LEAVE A REPLY

Please enter your comment!
Please enter your name here