Crime File: Shree Lingaraj PS Case No-41, accused arrested

0
321

By Biswanath Dash  

PURI/BHUBANESWAR:  Ref: Shree Lingaraj PS Case No-41, dtd.06.02.2023, U/s- 381 IPC turned to Sec-381/34 IPC.PO: Plot No- 2132/5131, Ambika Mansion, Nageswar Tangi, PS- Shree Lingaraj, BBSR.

Gist of the FIR:

ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତନବକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଗତ ଦୁଇବର୍ଷ ହେବ ଅଭିଯୋଗକାରୀଙ୍କ ନାଗେଶ୍ଵର ଟାଙ୍ଗୀରେ ଥିବା ସ୍ପଟ ହାଉସରେ  ହାଉସ କିପିଙ୍ଗ ବଏ ଭାବେ କାର୍ଯ୍ୟ କରୁଥଲେ । ଘଟଣା ଦିନ ଅଭିଯୋଗକାରୀ ଜଣକ ନାଗେଶ୍ଵର ଟାଙ୍ଗୀରେ ଥିବା ଘରୁ ବିଜେବି ନଗରରେ ଥିବା ଘରକୁ ଗୃହପୋକରଣ ସାମଗ୍ରୀ ସ୍ଥାନାନ୍ତର କରୁଥିଲେ ।

ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଟେବଲ-ଡ୍ର ଭାଙ୍ଗି ଦୁଇଟି ସୁନା ବ୍ରେସଲେଟ, ଦୁଇଟି ସୁନା ଚେନ, ଏବଂ ୩ଟି ସୁନା ମୁଦି ଚୋରୀକରି ନେଇଯାଇଥିଲେ । ଏହି ଚୋରୀ ଘଟଣାର ଅଭିଯୋଗପରେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ପୁଲିସ ତାଙ୍କ ନିକଟରୁ ୩ଟି ସୁନା ମୁଦି ସହିତ ୨ଟି ସୁନା ଚେନ ମଧ୍ୟ ଜବତ କରିଛନ୍ତି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଏହି ଚୋରୀ କରିଥିବା କଥା ସ୍ଵୀକାର କରିଥିଲେ ।

ତଦନ୍ତ ଶେଷରେ ଅଭିଯୁକ୍ତ ଜଣକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.                Ranjan Kumar Nayak (34), S/o- Rabindra Kumar Nayak, At/PS- Olatapur, Dist- Cuttack.

Article Seized:

1.                3nos of gold finger rings & 2nos of gold chains.

LEAVE A REPLY

Please enter your comment!
Please enter your name here