By Biswanath Dash
BHUBANESWAR: Ref: Nayapalli PS Case No-89, Dtd.27.02.2023, U/S-392/34 IPC.PO: Near Vanik Institute, PS- Nayapalli, Bhubaneswar UPD.
Gist of the FIR:
ନୟାପଲ୍ଲୀ ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରୀ ଜଣକ ଘରୁ ଆଇଆରସି ଭିଲେଜରେ ଥିବା କଳିଙ୍ଗ ଟିଭି ଅଫିସକୁ ଯିବା ସମୟରେ ବଣିକ ଇନଷ୍ଟିଚ୍ୟୁଟ ନିକଟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଅଟକାଇ ବାଡେଇବା ସହିତ ପାଖରେ ଥିବା ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇଯାଇଥିଲେ । ଘଟଣାର ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଇସ୍କନ ବସ୍ତିରେ ଚଢଉ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଲୁଟ ମୋବାଇଲ ଫୋନ ବିକ୍ରି କରିବା ଲାଗି ଉଦ୍ୟମ କରୁଥିବା ସମୟରେ ଗିରଫ କରିଥିଲେ ଏବଂ ଉଭୟଙ୍କ ନିକଟରୁ ଲୁଟ ମୋବାଇଲ ଫୋନକୁ ଜବତ ମଧ୍ୟ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତଦ୍ୱୟ ନିଜ ଦୋଷ ସ୍ଵୀକାର କରିଥିଲେ ।
ତଦନ୍ତ ଶେଷରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
Name & Address of Accused persons:
Simanchala Jena (30), S/O- Natabara Jena of Vill- Govindpur, PS- Sheragada, Dist- Ganjam, At/Pr- Gandhi Market, PS- Nayapalli, Bhubaneswar UPD.
Ajit Kumar Sahu (36), S/O- Prafulla Kumar Sahu of Vill- Kulagada, PS- Seragada, Dist- Ganjam, At/Pr- Salia Sahi, Janata Nagar, PS- Maitrivihar, Bhubaneswar UPD.
Article Seized:
One Mobile Phone.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















