Crime File- Capital PS Case No-158, accused arrested , 2 Internets networking CISCO device seized

0
322
Badal Jena(28), S/o- Bhagaban Jena of Jamatala, PO- Kurujanga, PS- Konark, Dist- Puri, At/pr- Unit-III, Mali sahi, PS, Kharavealnagar, Bhubaneswar UPD.

By Biswanath Dash

BHUBANESWAR:   Capital PS Case No-158, dt-12.03.2023, U/S. 379 IPC.PO:  At Near Green Chilli of Master Canteen Chhak, PS-Capital, Bhubaneswar UPD.

Gist of the FIR:

ଆଜି କ୍ୟାପିଟାଲ ଥାନା ପୁଲିସ ନିମ୍ନୋକ୍ତ ଅଭିଯୁକ୍ତକୁ ଚୋରୀ କରିବା ଅଭିଯୋଗକରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ କ୍ୟାପିଟାଲ ଥାନା ର ଏକ ଟୀମ ଥାନାଧିକୃତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲ୍ଲି ନିକଟରେ ଥିବା ଇଲେକଟ୍ରିକ ପୋଲ ରୁ ଇଣ୍ଟରନେଟ ନେଟୱକିଂ (CISCO) ଡିଭାଇସ କୁ କାଢୁଥିବାର ଦେଖିବାକୁ ପାଇଥିଲେ । ପୁଲିସ ଟୀମ ଅଭିଯୁକ୍ତ ନିକଟକୁ ଯିବା ବେଳେ ଅଭିଯୁକ୍ତ ଜଣକ ହଠାତ ଓହ୍ଲାଇ ଉକ୍ତ ଯନ୍ତ୍ରାଂଶ କୁ ଧରି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ।

ପାଟ୍ରୋଲିଂ ଟୀମ ଅଭିଯୁକ୍ତର ପିଛା କରିବା ସହ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ପରିଚୟ ଦେବା ସହ ଚୋରୀ କରିବା ପାଇଁ ଘଟଣା ସ୍ଥଳରେ ଥିବା ସ୍ଵୀକାର କରିଥିଲେ । ପୁଲିସ ଅଭିଯୁକ୍ତ ର ହେପାଜତରୁ ୨ଟି ଇଣ୍ଟରନେଟ ନେଟୱକିଂ (CISCO) ଡିଭାଇସ ଜବତ କରିବା ପରେ ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

ତଦନ୍ତ ଶେଷରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.         Badal Jena(28), S/o- Bhagaban Jena of Jamatala, PO- Kurujanga, PS- Konark, Dist- Puri, At/pr- Unit-III, Mali sahi, PS, Kharavealnagar, Bhubaneswar UPD.

Seizure:-

1.         Two nos of Internets networking CISCO device.

LEAVE A REPLY

Please enter your comment!
Please enter your name here