Chief Secretary Reviews Preparations for Examinations

0
444

By Our Correspondent

BHUBANESWAR: ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ମ୍ୟାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ମୁଖ୍ଯ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ  School and Mass Education  ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ବିସ୍ତୃତ ତଥ୍ଯ ଉପସ୍ଥାପନ କରିଥିଲେ।

ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ସୁରକ୍ଷିତ କରି ରଖିବା ଠାରୁ ଆରମ୍ଭକରି ପରୀକ୍ଷା ସଂଚାଳନ, ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଇତ୍ୟାଦି କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ମୁଖ୍ଯ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

The annual matriculation conducted by Board of Secondary Education (BSE) will commence from April 29 to continue till May 7 while the Plus II exam conducted by CHSE will start on April 28 and continue till May 31.

Meanwhile, ବିଦ୍ୟାଳୟରେ ଖରା ଛୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା । ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ପ୍ରସ୍ତାବ ଆସିଲାଣି । ଆଗକୁ ଖରା ବଢ଼ିଲେ ପରିସ୍ଥିତି ଦେଖି ବିଭାଗ ବିଚାର କରି ନିଷ୍ପତି ନେବ ।

LEAVE A REPLY

Please enter your comment!
Please enter your name here