Capital PS Case No- 700, accused arrested

0
252
Amiya Puspalak (34), S/o- Lt. Prafulla Puspalak of Dandakundapur, PS- Pipili, Dist- Puri, At/pr- Plot No- L/187, 3rd phase, Dumduma, PS- Khandagiri, BBSR UPD

By Biswanath Dash

BHUBANESWAR:   Capital P.S Case No- 700, Dtd.01.12.2023, U/S-457/380 IPC.PO:Millet Shakti Cafe in Lokseva Bhawan, PS- Capital, Bhubaneswar UPD.

Gist of the Case:

କ୍ୟାପିଟାଲ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ମା ମଙ୍ଗଳ ସ୍ବୟଂ ସହାୟକ ଗୋଷ୍ଠୀର ସେକ୍ରେଟାରି ଏବଂ ଉକ୍ତ ଗୋଷ୍ଠୀର କିଛି କର୍ମୀ ଲୋକସେବା ଭବନ ଭିତରେ ଥିବା ମିଲେଟ ଶକ୍ତି କ୍ଯାଫେ ରେ କାର୍ଯ୍ୟ କରନ୍ତି ।

 ଗତ ତା ୩୦.୧୧.୨୦୨୩ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ସୁଯୋଗ ଦେଖି କର୍ମଚାରୀଙ୍କ ଅନୁପସ୍ଥିତିରେ ଉକ୍ତ କ୍ଯାଫେରୁ କିଛି ସାମଗ୍ରୀ ଓ ୮୫୦/- ଟଙ୍କା ଚୋରୀ କରି ନେଇ ଯାଇଥିଲେ। ଅଭିଯୋଗକାରିଣୀ ଏନେଇ ଅବଗତ ହେବା ପରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କ୍ୟାପିଟାଲ ଥାନା ପୁଲିସ ମାମଲାର ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଡୁମଡୁମାରେ ଥିବା ନିଜ ଘରୁ କାବୁ କରି ଥାନା କୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିବା ସହ ଚୋରୀ କରିଥିବା ଟଙ୍କା ରୁ ୫୦୦/- ତାଙ୍କର ନିଶା ସେବନରେ ବ୍ୟୟ କରିଥିବା ଦର୍ଶାଇଥିଲେ । ପୁଲିସ ଅଭିଯୁକ୍ତର ହେପାଜତରୁ ବଳକା ୩୫୦/- ଟଙ୍କା ଜବତ କରିଥିଲେ ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Amiya Puspalak (34), S/o- Lt. Prafulla Puspalak of Dandakundapur, PS- Pipili, Dist- Puri, At/pr- Plot No- L/187, 3rd phase, Dumduma, PS- Khandagiri, BBSR UPD.

Seizure:

            Cash of Rs. 350/-

LEAVE A REPLY

Please enter your comment!
Please enter your name here