Capital Foundation Society: ନିଜେ ଆୱାର୍ଡ ତିଆରି କରି ନିଜେ ଘୋଷଣା କରି ସମ୍ମନିତ କରେ

    0
    868

    By Our Correspondent

    BHUBANESWAR:  The details of Capital Foundation Society are now a mega hit in social media after the Capital Foundation Society conferred life time achievement award to Odisha Chef Minister Naveen Patnaik.

    Here the details

    1- ଏହାର ବର୍ତମାନ ଚେୟାରମ୍ୟାନ ହେଉଛନ୍ତି ସୁପ୍ରିମ୍କୋର୍ଟ ପୂର୍ବତନ ବିଚାରପତି(2009-2014)  ଜଷ୍ଟିସ ଅନଙ୍ଗ କୁମାର ପଟନାୟକ ଯିଏକି ଜଣେ ଓଡ଼ିଆ

    2- ଏହାର ଜେନେରାଲ ସେକ୍ରେଟାରୀ ହେଉଛନ୍ତି ବିନୋଦ ସେଠି (ଜଣେ ଓଡ଼ିଆ ) ଜଣେ ଓକିଲ

    ସଂସ୍ଥାର ଗଠନ ଓ ଲକ୍ଷ  : ଏହା ଏକ ସ୍ବେଛାସେବୀ ସଂଗଠନ ଯାହାକି 1987 ରେ ନୂଆଦିଲ୍ଲୀ ରେ ଗଠନ ହୋଇଥିଲା . ସଂଗଠନର କାମ ହେଉଛି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରକାର ପଲିସି ଉପରେ ଆଲୋଚନା କରିବା , ବିଭିନ୍ନ ବିଶିଷ୍ଟ ଲୋକଙ୍କୁ ସମ୍ମାନିତ କରିବା .  ବର୍ତମାନ ସୁଦ୍ଧା 250 ରୁ ଉର୍ଧ୍ଵ କାର୍ଯ୍ୟକ୍ରମ କରି ବିଭୀନ ବିଷୟ ଉପରେ ଆଲୋଚନା ସହିତ , ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଛି . ମୋଟାମୋଟି କହିବାକୁ ଗଲେ ଏହା ଏକ ଜାତୀୟ /ଅନ୍ତର୍ଜାତୀୟ ବିତର୍କ ପାଇଁ ଏକ ଫୋରମ. ଏଥି  ସହିତ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆୱାର୍ଡରେ ସମ୍ମାନିତ କରିବା ସଂଗଠନର ଉଧେଶ୍ୟ ଓ ଲକ୍ଷ .  ସଂସ୍ଥା ତରଫରୁ କୁହା  ଯାଇଛି ଯେଉଁମାନେ ଏହି ସଂସ୍ଥାରେ ରେ ମେମ୍ବର ହେବେ କେବଳ ସେହି ମାନଙ୍କୁ ଆୱାର୍ଡ ଦିଆଯିବ .ସଂସ୍ଥାଟି  ବିଭିନ୍ନ ବିଶିଷ୍ଟ  ଲୋକଙ୍କୁ ବିଭିନ୍ନ ପ୍ରକାର ପୁରସ୍କାର ରେ ସମ୍ମନିତ କରିବାପାଇଁ ଖ୍ୟାତ ଅଟେ (ନିଜେ ଆୱାର୍ଡ ତିଆରି କରି ନିଜେ ଘୋଷଣା କରି ସମ୍ମନିତ କରେ )

    ଯେପରିକି 2020 ମସିହାରେ ସଂସ୍ଥା ଚାରୋଟି ନୂଆ ଆୱାର୍ଡ ଆରମ୍ଭ କରିଛି .

    Dr A. P. J. Abdul Kalam Award

    Arun Jaitley Award for ADR

    Justice J. S. Verma Award

    Prof Upendra Baxi Award

    ଏସବୁ ଆୱାର୍ଡ ପାଇଥିବା ବ୍ୟକ୍ତି ଏମାନେ ହେଲେ

    Dr Ramchandra Rao

    Mr Ganesh Chandru

    Justice Madan B. Lokur.

    ସଂସ୍ଥା ର ଦୁଇଟି ୱେବସାଇଟ ଯଥା , www.capitalfoundationsociety.com ଏବଂ capfound,org  ୱେବସାଇଟ ଅଚଳ ରହିଛି . ସୋସାଇଟିର ମେଲ ଆଇଡି ନାହିଁ . ଯୋଗାଯୋଗ ନମ୍ବର ନାହିଁ ସୋସାଇଟି ର ଫେସବୁକ ପେଜ କୁ କେବଳ 112 ଜଣ ଲୋକ ଲାଇକ କରିଛନ୍ତି .

    ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ଙ୍କୁ life time achievement award ଦେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜୁରାଲ , ସିନିଅର ଓକିଲ ରାମ ଜେଠମାଳିନୀ , ପୂର୍ବତନ ୟୁନିଅନ ମିନିଷ୍ଟାର ମୁରଲୀ ମନୋହର ଯୋଶୀ , ସିନିଅର ଓକିଲ ଫଲି  ଏସ ନାରୀମାନ ,ପୂର୍ବତନ ଲୋକସଭା ସ୍ପିକର ସୋମନାଥ ଚାଟାର୍ଜୀ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି

    2022 ରେ ନବୀନ ପଟନାୟକ ଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ମିଳିଛି .

    2022 ରେ ନବୀନ ପଟନାୟକ ନିଜେ ରୋହନ ଜେଟଲୀଙ୍କୁ (ଅରୁଣ ଜେଟଲୀଙ୍କ ପୁଅ ) ୟଙ୍ଗ ଆଚିଭର୍ସ ଆୱାର୍ଡ ପ୍ରଦାନ କଲେ .

    2017 ରେ ବିଶିଷ୍ଟ ଓକିଲ ଫଳି ଏସ ନରିମାନ ଙ୍କୁ ମଧ୍ୟ ଜୀବନବ୍ୟାପି ସାଧନା ପୁରସ୍କାର ମିଳିଛି .

    2017 ରେ ଦିଲ୍ଲୀପ ରାୟଙ୍କୁ ମଧ୍ୟ କ୍ୟାପିଟାଲ ଫାଉଣ୍ଡେସନ ନେସନାଲ ଆୱାର୍ଡ ମିଳିଛି (Eco  friendly Green Hotel ପ୍ରମୋସନ ପାଇଁ ) .

    2021 ରେ ଜଷ୍ଟିସ  ଏକେ ସିକ୍ରି ଙ୍କୁ ୟଙ୍ଗ ଅଚିଭର ଆୱାର୍ଡ  ମିଳିଛି .

    2019 ରେ କ୍ୟାପିଟାଲ ଫାଉଣ୍ଡେସନ ନେସନାଲ ଆୱାର୍ଡ ଦେବାପାଇଁ ଘୋଷଣା କରିବା ସହିତ ନିମ୍ନଲିଖିତ ଆୱାର୍ଡ ଦେବାପାଇଁ ଘୋଷଣା କରିଥିଲା

    Justice Krishna Iyer Award

    Justice P. N. Bhagwati Award

    Justice Kuldip Singh Award

    Attorny Gen. K. Parasaran Award

    Mr Anil Divan Award

    Prof. T Shiaji Rao Award

    2018 ରେ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ନେସନାଲ ଆୱାର୍ଡ ଦିଆଯାଇଥିଲା

    Medical superintendent of Dr Rajendra Prasad Opthalmic Centre (Dr RP Centre), AIIMS, New Delhi.

     Dr Shakti Kumar Gupta and former Solicitor General of India Mohan Parasaran.

    2017 ରେ ବିଶିଷ୍ଟ ଓକିଲ ଫଳି ଏସ ନରିମାନ ଙ୍କୁ ମଧ୍ୟ ଜୀବନବ୍ୟାପି ସାଧନା ପୁରସ୍କାର ଦିଆଯାଇଥିଲା  , ସଂସ୍ଥା ତରଫରୁ ପ୍ରଣବ ମୁଖାର୍ଜୀ ପ୍ରଦାନ କରିଥିଲେ .

    2017 ରେ ଜଷ୍ଟିସ ସ୍ୱତନ୍ତର କୁମାର (ଇଞ୍ଜିଟି ର ଜଜ ) ଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ଜଷ୍ଟିସ କୁଲଦୀପ ସିଂ ନେସନାଲ ଆୱାର୍ଡ ଦିଆଯାଇଥିଲା (ପରିବେଶ ସୁରକ୍ଷା ପାଇଁ ) .

    2017 ରେ ଦିଲୀପ ରାୟଙ୍କୁ ଗ୍ରୀନ ହୋଟେଲ ପ୍ରମୋସନ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ନେସନାଲ ଆୱାର୍ଡ ଦିଆଯାଇଥିଲା .

    2017 ରେ ଧର୍ମେନ୍ଦ୍ର ସିଂ ସେନଗର (ଆଇଆଇଏମ ,ଲଖନଉ ) ଙ୍କୁ  କ୍ୟାପିଟାଲ ଫାଉଣ୍ଡେସନ  Prof T.Shivaji Rao National Award ଦିଆଯାଇଥିଲା (ପରିବେଶ ଉପରେ ଗବେଷଣା ପାଇଁ ).

    2017 ରେ ରାକେଶ ମାଲହୋତ୍ରା  (Chairman of Symbotic Sciences) ଙ୍କୁ ପରିବେଶ ଉପଯୋଗୀ ଦ୍ରବ୍ୟ ନିର୍ମାଣପାଇଁ କ୍ୟାପିଟାଲ ଫାଉଣ୍ଡେସନ ଆୱାର୍ଡ ଦିଆଯାଇଥିଲା .

    2013 ରେ ପୂର୍ବତନ ରାଷ୍ଟ୍ରପତି ଏମ ହମିଦ ଆନସାରୀ ଙ୍କ ଦ୍ୱାରା ନିମ୍ନଲିଖିତ ବ୍ୟକ୍ତିଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ଦ୍ୱାରା Justice V.R. Krishna Iyer Award, Justice P.N. Bhagwati Award and Justice Kuldip Singh ଆୱାର୍ଡ ଦିଆଯାଇଥିଲା . ଏହିସବୁ ଆୱାର୍ଡ ପାଇଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ

    Mr S. Jaipal Reddy, Unionj Minister of Science & Technology

     Mr Arun Jaitley Leader of Opposition in Rajya Sabha

    Mr Manjeet Singh President D S G M C

     Justice Naryanna Kurup

     Lt Gen Syed A. Hasnain

    Mr Lalit Bhasin senior Advocate

     Major General Dr Naresh Chander Arora Commandant Base Hospital

     Mr Vijay Panwani, Environment  Expert

     Mr M.G. Arora Chairman, Universal Law Books

    Dr Vinod Sethi Secretary General Capital Foundation

    LEAVE A REPLY

    Please enter your comment!
    Please enter your name here