BJP urges Police Commissioner to probe into Minister Samir Dash’s role  in ZP Member Dharmendra Sahoo’s death case

0
440
BJP Delegation meets Police Commissioner, Demands probe into Minister Samir Dash’s role in ZP Member Dharmendra Sahoo’s death case

By Our Correspondent

BHUBANESWAR: ଗୋପ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା ଘଟଣା, ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ Police Commissioner ଶ୍ରୀ  S.K. Priyadarshi, ଙ୍କୁ ଭେଟି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି .

ଏହି ପ୍ରତିନିଧି ମଣ୍ଡଳୀରେ BJP leader Prabhati Parida,  ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଶ୍ରୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ , ପୁର୍ବତନ ବିଧାୟକ ଶ୍ରୀ ବାଇଧର ମଲ୍ଲିକ, ବରିଷ୍ଠ ନେତା ଶ୍ରୀ ଦିଲ୍ଲୀପ ନାୟକ , ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚା ସଭାପତି ଶ୍ରୀ ସ୍ୱୟଂ ସେବକ ରାୟ

ନିମାପଡା ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ମାନସ ପ୍ରଧାନ,ନିମାପଡା #NAC ସଭାପତି ଶ୍ରୀ ଦିଲୀପ ପାତ୍ର ଏବଂ ୧୮ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ସ୍ୱପ୍ନ ମିଶ୍ର, କାଉନସିଲର ନିରଂଜନ ନାୟକ ଏବଂ ଅନ୍ୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ.

The post-mortem report revealed the cause of his death.As per the report, the Biju Janata Dal (BJD) Zilla Parishad member died due to asphyxiation.

Sahoo belongs to ruling BJD in Puri district, was found hanging with a cotton cloth at entrance of his house at Sishupalgarh area in Bhubaneswar.  Sahoo was a front line leader of BJD in Nimapara and Gop areas in Puri. Before his death, the BJD leader shared a doubtful post on social media regarding video clips in his mobile.

LEAVE A REPLY

Please enter your comment!
Please enter your name here