BJP seeks Special Security for Opposition Leader, Demands action against BJD leader Arup Patnaik

0
328

By Our Correspondent

BHUBANESWAR:  ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ତଥା ଷଡଯନ୍ତ୍ରକୁ ବିରୋଧ କରିବା ସହ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ଦାବି ନେଇ ଆଜି ବିଜେପିର ବିଧାୟକ ଦଳ ରାଜଭବନରେ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ତଥା ବିରୋଧୀ ଦଳ ନେତାଙ୍କୁ ସୁରକ୍ଷା ଦାବି କରି ବିଜେପିର ବିଧାୟକ ଦଳ କ୍ୟାପିଟାଲ ଥାନାକୁ ପଦଯାତ୍ରାରେ ଯାଇ ଗତକାଲି ବିଜେଡି ନେତା ଅରୂପ ପଟ୍ଟନାୟକ ବିରୋଧୀ ଦଳ ନେତାଙ୍କୁ ଦେଇଥିବା ଧମକ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here