BJP Seeks Reply from Naveen Patnaik over violence in 1st phase of Panchayat-ZP Polls

0
634

By Our Correspondent

BHUBANESWAR: Odisha BJP President , Samir Mohanty has sought a reply from Chief Minister Naveen Patnaik over the political violence during 1st phase of polling for State’s Panchayat and Zilla Parishad elections.

ମନ୍ଦିର ଭିତରେ କିଏ ନା ମୁଁ କଦଳି ଖାଇନି । ରାଜ୍ୟରେ ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡ଼ିର ଉତ୍ତର ହାସ୍ୟାସ୍ପଦ ନୁହେଁ କି  ? ରାଜ୍ୟରେ ନିର୍ବାଚନୀ ହିଂସା କିଏ କରାଉଛି ? ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହିଂସାର ଉତ୍ତର ମୁଖ୍ୟମନ୍ତ୍ରୀ ପ୍ରମାଣ ସହ ଦେବେ କି ?, BJP State President Mohanty asked.

ସେହିପରି ଝାରସୁଗୁଡ଼ାର ଲଖନପୁରରେ ମନ୍ତ୍ରୀଙ୍କ ଝିଅ ଦିନ ଦ୍ୱିପହରରେ ଏସଏସଜି ଗ୍ରୁପ ସହ ମିଶି ଟଙ୍କା ବାଣ୍ଟୁଛନ୍ତି । କେବଳ ଏତିକି ନୁହେଁ ରାଜ୍ୟରେ ଭୋଟ୍ ଜବରଦଖଲର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଶାସକ ଦଳର ମୁଖିଆ ଏହାର ଉତ୍ତର ଗଣମାଧ୍ୟମ ଆଗରେ ରଖିବେ କି ?, Mohanty said.

ଓଡ଼ିଶାର ସାଢେ ୪ କୋଟି ଜନତା ଭୋଟ ମାଧ୍ୟମରେ ଏହାର ଉଚିତ୍ ଜବାବ୍ ଦେବେ । ପ୍ରଶାସନ, ଡ଼ିଜିପି ଶାସକ ଦଳର ଇଙ୍ଗିତରେ କାମ ନକରି ଠିକ୍ ଭାବରେ କାର୍ଯ୍ୟ କରି ଲୋକମାନଙ୍କୁ ବୁଥରେ ସୁରକ୍ଷିତ ଦିଅନ୍ତୁ । ରାଜ୍ୟ ନିର୍ବାଚନ ଆୟୋଗ ଆଗାମୀ ପର୍ଯ୍ୟାୟରେ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦିଅନ୍ତୁ ।, he added.

LEAVE A REPLY

Please enter your comment!
Please enter your name here