BJP Knocks door of State Election Commission over Voter List for Municipal Polls

0
431

By Our Correspondent

BHUBANESWAR: ରାଜ୍ୟରେ ପୈାରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରୀ କରିଛନ୍ତି । ୱାର୍ଡ ସ୍ତରୀୟ ଇଲେକ୍ଟ୍ରୋରାଲ ତାଲିକା ପ୍ରସ୍ତୁତି କରାଯାଇ ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାକି ‘ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ-୨୦୦୩’କୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି ।

“ପୌର ନିର୍ବାଚନ ପାଇଁ ଭୋଟର ଲିଷ୍ଟ ବିଜ୍ଞପ୍ତି ରଦ କରିବା ଦାବିରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲୁଧାର୍ଯ୍ୟ ଆଇନକୁ ଖିଲାପ କରି ତରବରିଆ ଭାବେ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କଣ..??ଆପତ୍ତି,ଅଭିଯୋଗ ଓ ତଦାରଖ ସମୟ ସୀମା ବଢ଼ାଯିବା ସହିତ ନୂତନ ଭୋଟରଙ୍କୁ ସଂଯୋଗ କରିବାକୁ ସୁଯୋଗ ଦେବା ପାଇଁ ଦାବି କଲୁ,’’ BJP leader Golak Mohapatra said.

LEAVE A REPLY

Please enter your comment!
Please enter your name here