Bharatpur PS Case No- 579, accused arrested

0
500
Biranchi Narayan Nayak (37) S/o- Baidhar Nayak Vill-Kothamula PS-Kakatapur Dist-Puri A/P-VIP Colony PS-Nayapalli Dist-Khordha

By Our Correspondent

BHUBANESWAR:   Bharatpur P.S. Case No- 579, Dtd. 25.12.2023, U/s-341/323/294/186/353/506 IPC. PO: At Kalinga Studio Chhak, PS- Bharatpur, BBSR UPD.

Gist of the Case:

ଭରତପୁର ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ମାମଲାରେ ସମ୍ପୃକ୍ତ ଥିବା ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ତା ୨୫.୧୨.୨୦୨୩ରେ ଭରତପୁର ଥାନାର ପାଟ୍ରୋଲିଂ ଟୀମ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ କଳିଙ୍ଗ ଷ୍ଟୂଡିଓ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ ।

ସମୟ ପ୍ରାୟ ରାତି ୧.୧୫ ରେ ନିମ୍ନୋକ୍ତ ଅଭିଯୁକ୍ତ ଗୋଟିଏ କାର ଚଳାଇ ରେଣ୍ଟାଲ୍ ଛକ ପାର୍ଶ୍ଵରୁ କଳିଙ୍ଗ ଷ୍ଟୂଡିଓ ଛକ ପାର୍ଶ୍ଵକୁ ଆସିଥିଲେ । ସେହି ସମୟରେ ଡ୍ୟୁଟିରେ ମୃତୟନ ଥିବା ପୁଲିସ କର୍ମଚାରୀ ମାନେ ତାଙ୍କୁ ଯାଞ୍ଚ ପାଇଁ କାର ଟିକୁ ଅଟକାଇଥିଲେ। ପୁଲିସ କର୍ମଚାରୀଙ୍କ ବାରମ୍ବାର କହିବା ପରେ ଅଭିଯୁକ୍ତ ଜଣକ କାର ରୁ ବାହାରକୁ ବାହାରିଥିଲେ ଏବଂ ପୁଲିସ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ ।

ଏହି ଘଟଣାରେ ଘଟଣା ସ୍ଥଳରେ ଟ୍ରାଫିକ୍ ସମସ୍ଯା ଦେଖା ଦେଇଥିଲା । ପୁଲିସ କର୍ମଚାରୀ ମାନେ ଅଭିଯୁକ୍ତଙ୍କୁ କାବୁ କରିଥିଲ ଏବଂ ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ପଚାର ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Accused Name and Address:

Biranchi Narayan Nayak (37) S/o- Baidhar Nayak Vill-Kothamula PS-Kakatapur Dist-Puri A/P-VIP Colony PS-Nayapalli Dist-Khordha.

LEAVE A REPLY

Please enter your comment!
Please enter your name here