Bharatpur PS Case No-453, Five Laptop, Six mobile phones, Two Apple I Pad, 100 grams of Gold ornaments and 150 grams of Silver ornaments seized, 4 arrested

0
480
1. Manoranjan Sahoo-23, S/o Nilamani sahoo of Vill-Hatiapalli PS Gania Dist Nayagarh A/p Back side of Ghatikia Durga Mandir PS Bharatpur BBSR UPD. 2. Bibek Ranjan Mohanty-25 S/o Shyamsundarpur PS Sadar Dist- Kendrapara A/p-PPL Colony Near KTM Show Room PS Khandagiri BBSR UPD. 3. Prem Krushna Das-22 S/o-Jagannath Das of Vill-Daria PS Ersama Dist-Jagatsinghpur A/P Lane 11 D PS-Bharatpur BBST UPD and 4. Dharmendra Bhoi-27 S/o Shyamsundar Bhoi of Vill-Sarunaju Badimunda PS Tikabali Dist-Kandhamal A/p-BRIT Colony Kalpana, PS- Badagada BBSR UPD

By Our Correspondent

BHUBANESWAR: Bharatpur PS Case No-453, dtd.-09.10.2023, U/S- 380/34 IPC.PO:  House of Complt. , K-8, Kalinga Nagar, PS- Bharatpur, BBSR UPD.

Gist of the FIR:

ଭରତପୁର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ କାଲି ତା ୦୯.୧୦.୨୦୨୩ ରିଖରେ ଅଭିଯୋଗକାରିଣୀ ତାଙ୍କର ଡ୍ରଇଁ ରୁମରେ ବସିଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତମାନେ ତାଙ୍କର ଘରେ ଚୋରୀ କରିବା ଉଦେଶ୍ୟରେ ପ୍ରବେଶ କରିଥିଲେ ଏବଂ ଗୋଟିଏ ଗୋଟିଏ ଲ୍ଯାପଟପ ଚୋରୀ କରି ନେଇ ଯାଉଥିବା ସମୟରେ ସେ ସେମାନଙ୍କୁ ଦେଖିଥିଲେ । ଅଭିଯୋଗକାରିଣୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଠା କରିବା ସମୟରେ ସେମାନେ କୌଶଳ କ୍ରମେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ ।

ଅଭିଯୋଗକାରିଣୀ ଏନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପୁଲିସ ଅଭିଯୁକ୍ତ ମାନଙ୍କର ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତମାନେ ବିଶେଷକରି ଦିନରେ ଏକାକୀ ଘରର ସ୍ଥାନକୁ ଟାର୍ଗେଟ କରୁଥିଲେ ଓ ସେମାନେ ସ୍ଥାନୀୟ ଲୋକଙ୍କ ଘରେ ପ୍ରବେଶ କରି ଚତୁରତାର ସହ ଲାପ୍ ଟପ୍, ମୋବାଇଲ୍ ଫୋନ୍, ଟ୍ୟାବ୍ ଏବଂ ସୁନା ଅଳଙ୍କାର ଚୋରି କରିବା ପରେ ଖସିଯାଉଥିଲେ ।

ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ । ପୁଲିସ ଅଭିଯୁକ୍ତ ମାନଙ୍କର ହେପାଜତରୁ ୫ଟି ଲ୍ୟାପଟପ, ୬ଟି ମୋବାଇଲ ଫୋନ, ୨ଟି ଆଇ ପ୍ୟାଡ଼, ୧୦୦ ଗ୍ରାମ ର ସୁନା ଅଲଙ୍କାର, ଓ ୧୫୦ ଗ୍ରାମର ରୂପା ଅଳଙ୍କାର ଜବତ କରିଥିଲେ। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused persons:

1.         Manoranjan Sahoo-23, S/o Nilamani sahoo of Vill-Hatiapalli PS Gania Dist Nayagarh A/p Back side of Ghatikia Durga Mandir PS Bharatpur BBSR UPD.

2.         Bibek Ranjan Mohanty-25 S/o Shyamsundarpur PS Sadar Dist- Kendrapara A/p-PPL Colony Near KTM Show Room PS Khandagiri BBSR UPD.

3.         Prem Krushna Das-22 S/o-Jagannath Das of Vill-Daria PS Ersama Dist-Jagatsinghpur A/P Lane 11 D PS-Bharatpur BBST UPD and

4.         Dharmendra Bhoi-27 S/o Shyamsundar Bhoi of Vill-Sarunaju Badimunda PS Tikabali Dist-Kandhamal A/p-BRIT Colony Kalpana, PS- Badagada BBSR UPD.

Sezure:

1.         5 nos of Laptop,

2.         6 mobile phones,

3.         2 nos Apple I Pad

4.         100 grams of Gold ornaments and

5.         150 grams of Silver ornaments

LEAVE A REPLY

Please enter your comment!
Please enter your name here