Bharatpur PS Case No-438, accused arrested

0
294
Meghanaj Lava, S/o- Champaran Lava of Ward No-01, Near Hanuman Temple, PS- Nayaschool, Dist- Bikaneer, Rajasthan

By Biswanath Dash

BHUBANESWAR:  Bharatpur PS Case No-438, dtd.05.10.2023, U/S-20(b) (ii) (C) NDPS ACT.PO: Near Reliance Bus Stand, Telco Colony, Baramunda, PS- Bharatpur, BBSR UPD.

Gist of the FIR:

 ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଥାନା ଅନ୍ତର୍ଗତ ବରମୁଣ୍ଡା ଟେଲକୋ କଲୋନୀ, ରିଲାୟ୍ଯାନ୍ସ ବସ ଷ୍ଟାଣ୍ଡ ନିକଟରେ ଅତର୍କିତ ଚଢଉ କରି ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୨୨କେଜି ୪୦୦ଗ୍ରାମ  ଓଜନର ଗଞ୍ଜେଇ ଜବତ କରିଥିଲେ ।

 ପଚରାଉଚରା ସମୟରେ ଅଭିଯୁକ୍ତମାନେ, ଏହି ବେଆଇନ ଗଞ୍ଜେଇ ଗଜପତି ଅଞ୍ଚଳରୁ ସଂଗ୍ରହ କରି ରାଜସ୍ଥାନ କୁ ଚାଲାଣ କରୁଥିବା ଦର୍ଶାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

 “ସେଫସିଟି ଡ୍ରାଇଭ” ଅଧୀନରେ ସହରକୁ ନିଶାମୁକ୍ତ କରିବା ପାଇଁ ଜନସାଧାରଣମାନେ ନିଶା କାରବାର ଜନିତ  ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name & Address of Accused persons:

1.         Meghanaj Lava, S/o- Champaran Lava of Ward No-01, Near Hanuman Temple, PS- Nayaschool, Dist- Bikaneer, Rajasthan.

Article Seized:

1.         22.400kg of Contraband Ganja.

LEAVE A REPLY

Please enter your comment!
Please enter your name here