
By Biswanath Dash
BHUBANESWAR: Bharatpur PS Case No- 190, dtd. 04.05.2023, U/s- 21 (b) NDPS Act.PO: Near Bina bharati field, PS- Bharatpur, Bhubaneswar UPD.
Gist of the FIR:
ଆଜି ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଭରତପୁର ଥାନା ଅନ୍ତର୍ଗତ ବୀଣା ଭାରତୀ ପଡିଆ ନିକଟରେ ଅତର୍କିତ ଚଢଉ କରିବା ସହିତ ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଅଭିଯୁକ୍ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତାଙ୍କ ତଲାସି ବେଳେ ପୁଲିସ ତାଙ୍କ ହେପାଜତରୁ ମୋଟ ୧୦ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୧୧,୦୦୦/- ଟଙ୍କା ଜବତ କରିଥିଲେ । ପଚରା ଉଚରା ସମୟରେ, ଅଭିଯୁକ୍ତା ଜଣକ ଏହି ବ୍ରାଉନ ସୁଗାର ବିକ୍ରିୟ କରିବା ନେଇ ପାଖରେ କୌଣସି ବୈଧ ଲାଇସେନ୍ସ ନଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନାଯୋଗ୍ୟ ଯେ, ଅପରେସନ ହ୍ଵାଇଟ ସ୍ପାଇଡର କ୍ରମରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ନିଶା ବେପାରୀଙ୍କୁ କାବୁ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।
Name & Address of Accused persons:
Usha Nayak(32), W/o- Narayan Nayak of Mahipur, PS- Nuagaon, Dist- Nayagarh, At/pr- Plot No- 2413, Haraparbati Sahi, PS- Bharatpur, Bhubaneswar UPD.
Article Seized:
10grams of Contraband Brown Sugar.
Cash of Rs.11,000/-
![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-218x150.jpg)







![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















