Bharatpur P.S Case No-53, accused arrested

0
113
Suryakant Nayak (19) ,S/o- Susanta Kumar Nayak, Vill- Gora, PS- Dasapalla, Dist- Nayagarh, At/Pr- Raghunath Nagar, Dumuduma , PS- Khandagiri, Bhubaneswar UPD

By Our Correspondent

BHUBANESWAR:  Bharatpur P.S Case No-53, dtd.31.01.24, U/s- 21 (b) NDPS Act.PO: Open field near Aiginia cremeaton ground,PS- Bharatpur, BBSR UPD.

Gist of the FIR:

ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ  ଆଇଗିଣିଆ ମଶାଣି ନିକଟରେ ଥିବା ଏକ ଖୋଲା ପଡିଆରେ ସଦଳବଳେ ଅତର୍କିତ ଚଢଉ କରିବା ସହିତ  ବେଆଇନ ବ୍ରାଉନ ସୁଗାର ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୫.୭୭ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ସତାବନ ହଜାର ଟଙ୍କା, ଗୋଟିଏ ଦୁଇଚକିଆ ଯାନ ଏବଂ ୨୭୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ଜନସାଧାରଣ ମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of accused persons: Suryakant Nayak (19) ,S/o- Susanta Kumar Nayak, Vill- Gora, PS- Dasapalla, Dist- Nayagarh, At/Pr- Raghunath Nagar, Dumuduma , PS- Khandagiri, Bhubaneswar UPD.

Article Seized:15.77grams of Contraband Brown Sugar., One Honda Activa Scooter., Cash of Rs.2700/-

LEAVE A REPLY

Please enter your comment!
Please enter your name here