Badagada PS Case No-558, two accused arrested in connection with vandalism at Shree Hospital

0
275
1. Narendra Dash (32), S/O- Late Naba Dash of Plot. No.652, Gadhiakhal, PS- Badagada, Bhubaneswar UPD. 2. Smruti Ranjan Mohanty (48), S/O- Dr. Sushil Mohanty of Plot No.28855, Luise Road, PS- Badagada, Bhubaneswar UPD.

By Biswanath Dash

BHUBANESWAR: Badagada PS Case No-558, dtd.10.10.2023, U/s -294/323/353/34 IPC.PO:  Shree Hospital, PS- Badagada, BBSR UPD.

Gist of the FIR:

ବଡ଼ଗଡ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ନରେନ୍ଦ୍ର ଦାଶ ଜଣେ ବ୍ଯକ୍ତିଙ୍କୁ ଚିକିତ୍ସା ନିମନ୍ତେ ଶ୍ରୀ ହସ୍ପିଟାଲରେ ଆଡମିସନ କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କର ସେଠାରେ ମୃତ୍ଯୁ ହୋଇଯାଇଥିଲା ।

ଏହି ଘଟଣାକୁ କେନ୍ଦ୍ର କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ହଠାତ ଶ୍ରୀ ହସ୍ପିଟାଲରେ ପହଞ୍ଚି ସେଠାରେ କାର୍ଯ୍ୟରତ ଜଣେ ଡାକ୍ତର, ସିକ୍ୟୁରିଟି ଗାର୍ଡ, ଏବଂ କର୍ମଚାରୀ ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଘଟଣାର ଅଭିଯୋଗ ପରେ, ବଡ଼ଗଡ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର  ଦୋଷ ସ୍ଵୀକାର କରିଥିଲେ ।

ବର୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ଚଢଉ ଜାରି ରହିଛି । 

Name & Address of Accused persons:

1.         Narendra Dash (32), S/O- Late Naba Dash of Plot. No.652, Gadhiakhal, PS- Badagada, Bhubaneswar UPD.

2.         Smruti Ranjan Mohanty (48), S/O- Dr. Sushil Mohanty of Plot No.28855, Luise Road, PS- Badagada, Bhubaneswar UPD.

LEAVE A REPLY

Please enter your comment!
Please enter your name here