Airport PS Case No.311, accused arrested

0
274

By Our Correspondent

BHUBANESWAR:   Airport PS Case No.311, dtd.31.08.2023, U/S-341/324/323/307/506 IPC.PO:        At Kelasahi Basti, Near Punama Gate, PS- Airport, BBSR UPD.

Gist of the Case:

ଏୟାରପୋର୍ଟ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ହେଉଛନ୍ତି ଅଭିଯୋଗକାରିଣୀଙ୍କର ସାବତପୁଅ । ଗତ କଲି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କର ନିକଟକୁ ଆସିଥିଲେ ଏବଂ ତାଙ୍କୁ ମଦ୍ୟ ପାନ କରିବା ପାଇଁ ୫୦୦/- ଟଙ୍କା ମାଗିଥିଲେ । ଏଥିରେ ଅଭିଯୋଗକାରିଣୀ ଟଙ୍କା ଦେବାକୁ ମନା କରିଦେବାରୁ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କୁ ବଡିଆ ପିଟା କରିବା ସହ ଏକ ଇଟାରେ ହତ୍ୟା କରିବା ଉଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ସେହି ସମୟରେ ଅଭିଯୋଗକାରିଣୀଙ୍କ ସାନ ପୁଅ ଏବଂ ପଡୋଶୀ ମାନେ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଠା କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ଧମକ ଦେବା ସହ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ପୀଡ଼ିତା ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।

ପଚରା ଉଚରା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ। ତଦନ୍ତ ସମୟରେ ଜଣା ପଡିଥିଲା ଯ, ନିମ୍ନୋକ୍ତ ଅଭିଯୁକ୍ତ ଜଣେ ବେକାରି ଏବଂ ନିଶା ସେବନ ନିମନ୍ତେ ସବୁ ସମୟରେ ଘରେ ଟଙ୍କା ପାଇଁ ବିଶୃଙ୍ଖଳା କରି ଆସୁଥିଲେ ।    ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Bikash Nayak (23), S/o- Lt. Batua Nayak,At- Kelasahi Basti, Near Punama gate, PS- Airport, Bhubaneswar UPD.

LEAVE A REPLY

Please enter your comment!
Please enter your name here