By Our Correspondent
BHUBANESWAR: Airfield PS Case No- 186, dtd.01.08.2023, U/S-379 IPC. PO: At Sundarpada, PS- Airfield, Bhubaneswar UPD.
Gist of the Case:
ଏୟାରଫୀଲ୍ଡ ଥାନା ପୁଲିସ ଅଭିଯୋଗକାରୀ ମୁକେଶ ବେହେରାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କାଲି ତା ୦୧.୦୮.୨୦୨୩ ରିଖ ସନ୍ଧ୍ୟାରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କର ଘର ଆଗରେ ରଖାଯାଇଥିବା ଏଲୁମିନିୟମ ତାର ଚୋରୀ କରି ନେଇ ଯାଉଥିଲେ । ସେହି ସମୟରେ ଅଭିଯୋଗକାରୀ ଦେଖିପାରି ତାଙ୍କୁ କାବୁ କରିନେଇଥିଲେ ଏବଂ ପିସିଆର ସହାୟତାରେ ଅଭିଯୁକ୍ତଙ୍କୁ ଏୟାରଫୀଲ୍ଡ ଥାନାରେ ଜିମ୍ମା ଦେବା ସହ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।
ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ତଦନ୍ତ ସମୟରେ ଜଣା ପଡିଥିଲା ଯେ, ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳରେ ଜଣେ ଅଭ୍ଯାସଗତ ଅପରାଧୀ ଭାବରେ ପରିଚିତ ଏବଂ ତାଙ୍କ ନାମରେ ପୂର୍ବରୁ ଧଉଳି ଓ ଏୟାରଫୀଲ୍ଡ ଥାନାରେ ୨ ଟି ଚୋରୀ ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
Name and Address of Accused Persons:
Soumya Ranjan Behera (22), S/o- Arata Behera, At- Lingipur, PS- Dhauli, BBSR, Dist- Khordha.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)
















