5T Secretary VK Pandian Reviews Traffic Problem in Capital City

0
566
5T Secretary VK Pandian flanked by Works Secretary VV Yadav and BMC Commissioner, Vijay Amruta Kulange discussing Traffic Problem with Police Commissioner SK Priyadarshi in Bhubaneswar on Wednesday.

By Our Correspondent

BHUBANESWAR: ଭୁବନେଶ୍ୱର ର ଲୋକସଂଖ୍ୟା  ଦିନକୁ  ଦିନ ବୃଦ୍ଧି ପାଉଛି.  ଗାଡ଼ି ମୋଟର  ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି . ଏହା ଦ୍ୱାରା Traffic  ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି .

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ରେ  5ଟ ସଚିବ  ଶ୍ରୀ ଭିକେ ପାଣ୍ଡିଆନ ଆଜି ବଡି  ଭୋର ରୁ ଶିଶୁ ଭବନ ଚ୍ଛକ , ରବି  ଟକିଜ  ଛକ  କଳ୍ପନା ଚ୍ଛକ, ବେହେରା ସାହି ଛକ . ରସୁଲଗଡ ଚ୍ଛକ, ଓ଼ ଆଇଗିଣିଆ ଚ୍ଛକ  ଆଦି ବୁଲି ଦେଖିବା  ସହ  ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ  ଏବଂ ପୋଲିସ ର ବରିଷ୍ଠ  ଅଧିକାରୀଙ୍କ ସହ  ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା  କରିଥିଲେ .

ଏହି ପରିଦର୍ଶନ  ସମୟ ରେ ପୋଲିସ  କମିଶନର  ଶ୍ରୀ ଏସ ପ୍ରିୟଦର୍ଶୀ. ପୂର୍ତ ସଚିବ  ଶ୍ରୀ ଭି ଭି ଯାଦବ, BMC କମିଶନର  ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ  ଥିଲେ.

LEAVE A REPLY

Please enter your comment!
Please enter your name here