12ନଂ ୱାର୍ଡରେ କର୍ପୋରେଟର  ଜୟନ୍ତୀ ସାହୁଙ୍କ ତତ୍ତ୍ୱବଧାନରେ ଭତ୍ତା ବଣ୍ଟନ କରାଯାଇଛି

0
284
ଆଜି 12 ନଂ ୱାର୍ଡ ଅଫିସ ଠାରେ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁଙ୍କ ତତ୍ତ୍ୱବଧାନରେ ଭତ୍ତା ବଣ୍ଟନ କରାଯାଇଛି l

By Our Correspondent

BHUBANESWAR: ଆଜି 12 ନଂ ୱାର୍ଡ ଅଫିସ ଠାରେ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁଙ୍କ ତତ୍ତ୍ୱବଧାନରେ ଭତ୍ତା ବଣ୍ଟନ କରାଯାଇଛି l                    

ଏହି ଭତ୍ତାବଣ୍ଟନ କାର୍ଯ୍ୟକ୍ରମ ୱାର୍ଡ ଅଫିସରେ କରାଯିବା ସହ ୱାର୍ଡର ବିଭିନ୍ନ ଅଞ୍ଚଳ ଗସ୍ତକରି କର୍ପୋରେଟର ବୟସ୍କ ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କୁ ଭେଟି ତାଙ୍କ ଘରେ ଭତ୍ତା ପ୍ରଦାନ କରିଥଲେ l

ୱାର୍ଡ ଅଫିସର ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର ତଥା ଅନ୍ୟ ବିଏମସି କର୍ମଚାରୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପାଦନ ହୋଇଥିଲା l

LEAVE A REPLY

Please enter your comment!
Please enter your name here