୫୦ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ? ବିଜେପି

0
196
ରାଜ୍ୟ ସରକାର ଏପଟେ ସ୍କୁଲ ରୂପାନ୍ତୀକରଣକୁ ନେଇ ନିଜ ପିଠି ନିଜେ ଥାପଡାଉଛନ୍ତି କିନ୍ତୁ ଅପରପକ୍ଷରେ ଅଧା ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଗଲାଣି। ୫୦ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ? ବିଜେପି ରାଜ୍ୟ ମୁଖପାତ୍ର Anil Biswal said

By Our Correspondent

BHUBANESWAR:  ରାଜ୍ୟ ସରକାର ଏପଟେ ସ୍କୁଲ ରୂପାନ୍ତୀକରଣକୁ ନେଇ ନିଜ ପିଠି ନିଜେ ଥାପଡାଉଛନ୍ତି କିନ୍ତୁ ଅପରପକ୍ଷରେ ଅଧା ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଗଲାଣି। ୫୦ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ? ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

କେବଳ ଡ୍ରପଆଉଟ୍ ହାରରେ ନୁହେଁ ବରଂ ସ୍କୁଲ ଶିକ୍ଷାର ଫରଫରର୍ମାନ୍ସ ଗ୍ରେଡିଂ ଇନ୍‌ଡେକ୍ସରେ ମଧ୍ୟ ଓଡ଼ିଶା ଦେଶରେ ତଳଆଡୁ ଏକ ନମ୍ବର।

ବିରୋଧୀଙ୍କୁ ଅନ୍ଧ ଏବଂ ବିକାଶ ବିରୋଧୀ କହୁଥିବା ଅହଂକାରୀ ଅଣଓଡ଼ିଆ ବିଜେଡି ନେତା ଥରେ ଏହି ଡ୍ରପଆଉଟ୍ ହାର ଉପରେ ପ୍ରତିକ୍ରିୟା ଦେଲେ ଭଲ ହୁଅନ୍ତା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଅସୂୟାଭାବ କାରଣରୁ ରାଜ୍ୟ ସରକାର କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟର ଯୋଜନାକୁ ଲାଗୁ କରୁନାହାନ୍ତି , ବିଜେପି ରାଜ୍ୟ ମୁଖପାତ୍ର.

LEAVE A REPLY

Please enter your comment!
Please enter your name here