୩୦ ତାରିଖ ସୁଦ୍ଧା ଦଳ ସମୀର ଦାଶଙ୍କୁ ଟିକେଟ ଦେବା ନେଇ ପୁନଃବିଚାର ନକଲେ ବିଜେଡିରୁ ସମୂହ ଇସ୍ତଫା ଦେଇ ସ୍ବାଧୀନ ଭାବେ ଲଢ଼ିବାର ବିକଳ୍ପ ଉପରେ ସମୀର ଓ ତାଙ୍କ ସମର୍ଥକ ବିଚାରବିମର୍ଶ

0
68

By Our Correspondent

BHUBANESWAR:  ବିଜେଡିରୁ ଟିକେଟ୍ କଟିବା ପରେ ବିଧାୟକ ସମୀର ଦାଶଙ୍କୁ ନେଇ ସରଗରମ ନିମାପଡ଼ା ରାଜନୀତି ।

୩୦ ତାରିଖ ସୁଦ୍ଧା ଦଳ ସମୀରଙ୍କୁ ଟିକେଟ ଦେବା ନେଇ ପୁନଃବିଚାର ନକଲେ ବିଜେଡିରୁ ସମୂହ ଇସ୍ତଫା ଦେଇ ସ୍ବାଧୀନ ଭାବେ ଲଢ଼ିବାର ବିକଳ୍ପ ଉପରେ ସମୀର ଓ ତାଙ୍କ ସମର୍ଥକ ବିଚାରବିମର୍ଶ କରୁଛନ୍ତି।

ଦଳ ଏଥର ନିମାପଡା ପାଇଁ ସମୀର ଦାସଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରିବା ପରେ ସରଗରମ ହୋଇପଡିଛି ନିମାପଡା ରାଜନୀତି । ସମର୍ଥକ କହିଲେ ଦଳ ପୁନର୍ବିଚାର ନଲେ ସମୀର ଦାଶ ସ୍ୱାଧୀନରୁ ଲଢିବେ ।

LEAVE A REPLY

Please enter your comment!
Please enter your name here