ସୋମବାର ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି, ଶ୍ରୀବିଗ୍ରହ ମାନଙ୍କ *ପଇତା ଲାଗୀ* ନୀତି, ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
67

By Our Correspondent

PURI:    ତା୦୬.୦୫.୨୦୨୪ ରିଖ, ସୋମବାର ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି, ଶ୍ରୀବିଗ୍ରହ ମାନଙ୍କ *ପଇତା ଲାଗୀ* ନୀତି ଅନୁଷ୍ଠିତ ହେବ ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

 

LEAVE A REPLY

Please enter your comment!
Please enter your name here