ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇଥିଲେ, ତାଙ୍କୁ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଖୁଆଇଥିଲେ, ବିଜେପି

0
243
ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇଥିଲେ, ତାଙ୍କୁ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଖୁଆଇଥିଲେ , ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

By Our Correspondent

BHUBANESWAR:  ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ଥିବା ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାମିଆ ଜାନିଙ୍କୁ ବିଜୁ ଜନତା ଦଳର ନେତା ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇଥିଲେ, ତାଙ୍କୁ ନେଇ ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ଖୁଆଇଥିଲେ , ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

ରାଧାବଲ୍ଲଭ ମଠ ବିଜୁ ଜନତା ଦଳର ପାର୍ଟି ଅଫିସ ନୁହେ, -ବିଜେପି ରାଜ୍ୟ ମୁଖପାତ୍ର.ସେହି ଭିଡିଓରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନିର୍ମାତା ଚୋଡଗଙ୍ଗ ଦେବ ଏବଂ ଅନଙ୍ଗଭୀମ ଦେବଙ୍କ ବିଷୟରେ କିଛି ନାହିଁ, ଶଙ୍କରାଚାର୍ଯ୍ୟଙ୍କ ବିଷୟରେ କିଛି ଉଲ୍ଲେଖ ନାହିଁ ।

 ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନାମକୁ ଭୁଲ୍ ଭାବେ ଉଚ୍ଚାରଣ କରାଯାଇଛି । ସମ୍ପୂର୍ଣ୍ଣ ଭିଡିଓରେ କେବଳ ଭିକେ ପାଣ୍ଡିଆନଙ୍କ ପ୍ରଶଂସା କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ରାଜ୍ୟ ରାଜକୋଷରୁ ଅର୍ଥ କରାଯାଇ ଜଣେ ଗୋମାଂସ ଭକ୍ଷଣୀକୁ ଶ୍ରୀମନ୍ଦିର ଭିତରେ ପୁରାଇ ଏକ ଗର୍ହୀତ ଅପରାଧ କରାଯାଇଛି, ବିଜେପି ରାଜ୍ୟ ମୁଖପାତ୍ର.

LEAVE A REPLY

Please enter your comment!
Please enter your name here