ସର୍ବସାଧାରଣ ଦର୍ଶନ କରିପାରିବେ ପ୍ରଜ୍ଞାପନ ମେଢ

0
425

By Our Correspondent

BHUBANESWAR:  ୭୪ତମ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଥିବା ଅତ୍ୟନ୍ତ ଆକର୍ଷଣୀୟ ପ୍ରଜ୍ଞାପଧ ମେଢ ଗୁଡିକ ଲୋକସେବା ଭବନ (ସଚିବାଳୟ) ପରିସରରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଛି।

ଲୋକସେବା ଭବନ ପରିସରରେ ସର୍ବସାଧାରଣ ଆଜି ଏହି ପ୍ରଜ୍ଞାପନ ମେଢ ଗୁଡିକ ଦେଖିପାରିବେ.

LEAVE A REPLY

Please enter your comment!
Please enter your name here