ସର୍ବସାଧାରଣଙ୍କ ପାଇଁ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ

0
217

By Our Correspondent

BHUBANESWAR:   ସର୍ବସାଧାରଣଙ୍କ ପାଇଁ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ।

ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଲୋକସେବା ଭବନକୁ ଆସି ଉଦ୍ୟାନ  ପରିଦର୍ଶନ କରିପାରିବେ.

LEAVE A REPLY

Please enter your comment!
Please enter your name here