By Our Correspondent
BHUBANESWAR: ଆଖୁଆପଦାରେ ବୈତରଣୀ ବନ୍ୟା ଜଳ ୧୯.୬୧ରେ ପ୍ରବାହିତ ହେଉଛି । ଏହି କାରଣରୁ ଆନନ୍ଦପୁର, ଖଡିପଦା, ପଧାନୀ, କରଦା, ଦଳାଙ୍ଗ, ଦୋବଲ, ସୋହଡା ଓ ମୁସ୍ତାଫାପୁର ଆଦି ଅଞ୍ଚଳରେ ପାଣି. ଆଜି ବିଳମ୍ବିତ ରାତି ଯାଏଁ ବଢ଼ି ପୁନଶ୍ଚ କମିବାର ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସଫଳ ମୁକାବିଲା ନିମନ୍ତେ ଆୟୋଜିତ ଏକ ଜରୁରୀକାଳୀନ ବୈଠକ. ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମ ଏନଡିଆରଏଫ ଓ ଓଡ୍ରାଫ ଟିମ ମାନଙ୍କୁ ବିଭିନ୍ନ ଜିଲ୍ଲାରେ ମୃତୟନ କରାଯିବା ସହିତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଅଛି ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















