ଲକ୍ଷ୍ନୌ ଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତର ପ୍ରଦେଶ ର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ସମୀକ୍ଷା ବୈଠକ

0
112
ଆଜି ଲକ୍ଷ୍ନୌ ଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ୨ ଉପ ମୁଖ୍ୟମନ୍ତ୍ରୀ, ନବନିଯୁକ୍ତ ୩ ସହ ପ୍ରଭାରୀ ଓ ପ୍ରଦେଶର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ସମୀକ୍ଷା ବୈଠକ।

By Our Correspondent

NEW DELHI/BHUBANESWAR:  ଆଜି ଲକ୍ଷ୍ନୌ ଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ୨ ଉପ ମୁଖ୍ୟମନ୍ତ୍ରୀ, ନବନିଯୁକ୍ତ ୩ ସହ ପ୍ରଭାରୀ ଓ ପ୍ରଦେଶର ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ସମୀକ୍ଷା ବୈଠକ।

ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନବ ନିଯୁକ୍ତ ତିନି ନିର୍ବାଚନ ସହ ପ୍ରଭାରୀ ଏବଂ ପ୍ରଦେଶର ବରିଷ୍ଠ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲି।

LEAVE A REPLY

Please enter your comment!
Please enter your name here