By Our Correspondent
PURI/BHUBANESWAR: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପ ଗୁଡିକର ପରିଚାଳନା ସହ ଜଗନ୍ନାଥପ୍ରେମୀ ଭକ୍ତଙ୍କ ସୁବିଧାସୁଯୋଗ ଉଦ୍ଦେଶ୍ଯରେ ଏହି କର୍ପସ୍ ଜମା ପ୍ରଦାନ କରିବା ପାଇଁ, ଗତବର୍ଷ ଶାସନକୁ ଆସିବା ମାତ୍ରେ ମାନ୍ଯବର ମୁଖ୍ଯମନ୍ତ୍ରୀ ଘୋଷଣା କରିଥିଲେ ଏବଂ ପ୍ରଥମ କ୍ଯାବିନେଟ୍ ବୈଠକରେ ହିଁ ପ୍ରସ୍ତାବଟି ପାରିତ ହୋଇଥିଲା।
ବଜେଟରେ ବ୍ୟବସ୍ଥା ହେବା ପରେ ଏବେ ବିଧିବଦ୍ଧ ଭାବେ ଏହି ପାଣ୍ଠି ଶ୍ରୀମନ୍ଦିର ପି.ଏଲ୍. ଆକାଉଣ୍ଟକୁ ପ୍ରଦାନ କରାଯାଇଅଛି।
ଏଥି ସକାଶେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରାଜ୍ୟ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।
















![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)










