ରାଜ୍ୟରେ ୧ ଜୁନ   ରୁ ୨୧ ଜୁଲାଇ ମଧ୍ୟରେ ୩୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪୩୪.୧ ମିମି ତୁଳନାରେ ୧୪ ପ୍ରତିଶତ କମ ରହିଛି

0
364
ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ଆଜି ୨୧ ଜୁଲାଇ ମଧ୍ୟରେ ୩୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪୩୪.୧ ମିମି ତୁଳନାରେ ୧୪ ପ୍ରତିଶତ କମ ରହିଛି |

By Our Correspondent
BHUBANE SWAR: ମୌସୁମୀ ସ୍ୱାଭାବିକ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି  ୧୬.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୬.୬ ମିମି ତୁଳନାରେ ୧ ପ୍ରତିଶତ କମ ରହିଛି.

ଚଳିତ ମୌସୁମୀ ଋତୁରେ, ୧ ଜୁନ   ରୁ ଆଜି ୨୧ ଜୁଲାଇ ମଧ୍ୟରେ ୩୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪୩୪.୧ ମିମି ତୁଳନାରେ ୧୪ ପ୍ରତିଶତ କମ ରହିଛି |

୬୪୨.୪ ମିମି ସହ ମାଲକାନଗିରି ରେ ସର୍ବାଧିକ ୪୧% ଅଧିକ ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨୬୦.୬ ମିମି ସହ ସର୍ବନିମ୍ନ ୪୫% କମ ବର୍ଷା ରେକର୍ଡ ହୋଇଛି |

ଗତ କାଲିର ଆଜି ମଧ୍ୟ  ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ କେନ୍ଦ୍ରୀଭୂତ  | ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ସକ୍ରିୟ, ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା.

LEAVE A REPLY

Please enter your comment!
Please enter your name here